ପରିବର୍ତ୍ତନ – ମହେଶ୍ୱର ଦାଶ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ସବୁଦିନ କା ଭାଗ୍ୟ ଆକାଶେ 

ନ ଥାଏ ପୂନେଇଁ ରାତି
ଚିରଦିନ ପାଇଁ କେବେ
ଲୁଚେନି ଚୋରା ପୀରତି
ସବୁଦିନ କାହା ପାଶେ
ନ ରୁହେ ବିପୁଳ ସମ୍ପତ୍ତି
କା ଭାଗ୍ୟରେ କେବେ କେମିତି
ଆସିପାରେ ଭୀଷଣ ବିପତ୍ତି
ନିୟତିର ଅଲଂଘନୀୟ ନିୟମରେ
ବଦଳିଯାଏ ପ୍ରତି ପରିସ୍ଥିତି
ତେଣୁ ଜୀଇଁବାକୁ ହେବ ଧୈର୍ଯ୍ୟ ଧରି
ମନରେ ନ ରଖି ଭୀତି

Writer’s Details: ମହେଶ୍ୱର ଦାଶ
ନରସିଂହପୁର ଶାସନ ,କେନ୍ଦୁଝର
Content Category:
Submission Date: Jun 16, 2019

Leave a Reply

Your email address will not be published. Required fields are marked *