କେବଳ ତୁମେ – ସନ୍ତୋଷ କୁମାର ମହାନ୍ତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ମୋ ଅନେକ ଭାବନା ର ଅନ୍ତ ତୁମେ ,

ମୋ ଅନେକ ଯାତନା ର ସୁଖ ତୁମେ,
ମୋ ଅନେକ ଦୁଃଖ ପରେ ହସ ତୁମେ,
ମୋ ହସ ରେ ଲୁହ ରେ ତୁମେ ତୁମେ ।।

ମୋ ସନ୍ଦେହ ର ମୋଚନ ତୁମେ,
ମୋ ବିରହ ର ଔଷଧ ତୁମେ,
ମୋ ବୈରାଗ୍ୟ ର ପୁଣ୍ୟ ତୁମେ,
ମୋ ଜୀବନ ରେ ମୃତ୍ୟୁ ରେ ତୁମେ ତୁମେ ।।

ମୋ ହୃଦୟ ର ନିଶ୍ୱାସ ତୁମେ,
ମୋ ସଂକଳ୍ପ ର ବିଶ୍ୱାସ ତୁମେ,
ମୋ ସ୍ୱାଭିମାନ ର ମାନ ତୁମେ ,
ମୋ ସାଥିରେ ପ୍ରୀତି ରେ ତୁମେ ତୁମେ ।।

ମୋ ପ୍ରଳାପ ର ସଂଳାପ ତୁମେ,
ମୋ କାବ୍ୟ ର ପଦ ତୁମେ ,
ମୋ କାହାଣୀର ସଂକଳନ ତୁମେ,
ମୋ ଗାଥା ରେ କଥାରେ ତୁମେ ତୁମେ ।।

Writer’s Details: ସନ୍ତୋଷ କୁମାର ମହାନ୍ତି ,ଗୁଣପୁର, ରାୟଗଡା
Content Category:
Submission Date: Apr 30, 2019

Leave a Reply

Your email address will not be published. Required fields are marked *