ଲାଗେ ଯେମିତି ଏକା ଏକା – ପରମାନନ୍ଦ ନାୟକ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ଅଝଟିଆ ଶ୍ରାବଣୀ ତୁ ଏତେ ଅଝଟିଆ 

ତୋର ପ୍ରିତି ବରଷାରେ ମନେ ଢାଳୁ ନିଆଁ ।
ସେ ନିଆଁ ରେ ପୋଡି ହୁଏ, ମୁଁ ଏକା ଏକା ।।
ସଞ୍ଜ ଅବା ସକାଳରେ ଅବା ଶିତୁଆ ରାତିରେ
ମନେ ପଡେ ତୋର ସ୍ମୃତି ଉଙ୍କି ମାରେ ତୋର ଛବି
ଯେବେ ବସିଥାଏ, ମୁଁ ଏକା ଏକା। ।
ବାର ମାସ ଛଅ ରୁତୁ ପଥ ଦେଇ ଚାଲି ଯାଏ ଶ୍ରାବଣୀ ଏକା ଏକା .. .
ସେହି ପଥ ଚାହିଁ ବସିଛି ଏ ମନ
ଆସିବ ବୋଲି ତମେ ଏକା ଏକା .. ..
ତୋ ପାଇଁ ଏ ମନ ଆଜି ଏକା ଏକା ।।

Writer’s Details: ପରମାନନ୍ଦ ନାୟକ, (M. Ed) ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଅନୁଗୋଳ
Content Category:
Submission Date: Apr 24, 2019

Leave a Reply

Your email address will not be published. Required fields are marked *