ସରକାରୀ ଚାକିରୀ – ଦେବବ୍ରତ ବାରିକ

କିଛି ବର୍ଷ ପୂର୍ବରୁ…. ବାପା ବଡ ପାଟି କରି ଗାଳି ଦେଉଥାନ୍ତି ସୁରେଶ କୁ…… । ବାପା – ତା ସାଙ୍ଗିଆ  ପିଲା ଆସି ଚାକିରୀ କଲେଣି । ଏ ଏଠି ଅନ୍ନ ଧ୍ୱଂସ …