ନୈତିକ ଅଧୋପତ୍ତନର ନିଖୁଣ ଚିତ୍ର – ଡାକମୁନିସୀ – ଅବନ୍ତିକା ପଟ୍ଟନାୟକ

ଅବନ୍ତିକା ପଟ୍ଟନାୟକ, ମଙ୍ଗଳାଯୋଡି, ଖୋର୍ଦ୍ଧା ସନ୍ତାନ ମାନେ ହେଉଛନ୍ତି ପିତା ମାତା ଆଉ ପରିବାରର ଗର୍ବ ଓ ଗୌରବ । ଅନେକ ପରିବାରରେ ଅଭାବ ଅନାଟନ ଭିତରେ ଧାର କରଜ କରି ସନ୍ତାନଟିକୁ ମଣିଷ…