କବିତା – ତୁମବିନା – ତପନ ଦୀକ୍ଷିତ (ବେଳାଭୂମି)

ବାଟସାରା ନାଲିଛିଟା ଯେବେ ପଡେ ତୁମ ସରୁ ଅଳତାରେପଳାଶ ଫୁଲରେ ଫଗୁଣ ଫେରଇ ବାଟଭୁଲା ବସନ୍ତରେ,ଅସଜଡ଼ା ତୁମ ଚୁନା କେଶ ଯେବେ ମଳୟଟା ଲୁଚି ଛୁଏଁପଠା କାଶତଣ୍ଡି ଜୁଡ଼ୁବୁଡ଼ୁ ହୁଏ ଶୀତୁଆ କାକର ଲୁହେ…

କବିତା – କେତେବେଳେ ତୁମେ – ତପନ ଦୀକ୍ଷିତ (ବେଳାଭୂମି)

କେତେବେଳେ ତୁମେ……..କେତେବେଳେ ତୁମେ ତିକ୍ତ କଷାୟ କେବେ ପୁଣି ମଧୁଝରାକେବେ ମଧୁଶାଳା ଶୁନ୍ୟପିଆଲାର ଉଛୁଳା ଫେନିଭ ସୁରା,କେବେ ସପ୍ତର୍ଷିଙ୍କ ସ୍ୱାତୀ ସତଭିଶା କେବେ ପୁଣି ଲଞ୍ଜା ତାରାଖସି ପଡୁଥାଅ ଆକାଶ ବକ୍ଷରୁ ଝଲସାଇ ଜ୍ୟୋତି…

କବିତା – ଆଜି ବି ଖୋଜୁଛି ପ୍ରିୟା – ତପନ ଦୀକ୍ଷିତ (ବେଳାଭୂମି)

ପିଙ୍ଗଳ ପୃଥିବୀ ପରେ ଆଜି ବି ଖୋଜୁଛି ପ୍ରିୟା ତୁମର ସେ ଦେହର ସାନିଧ୍ୟ ସ୍ଵପ୍ନ ସବୁ ହିମହୁଏ ଆଖିର ପାଖୁଡା ତଳେ କବିତାର ଶବ୍ଦ ସବୁ ଲାଗୁଛି ଦୁର୍ବୋଧ୍ୟ,ଯେଉଁ ଦିନ ପିନ୍ଧିଗଲ ଘନ…

କବିତା – ଜୀବନ ଓ ପ୍ରେମ – ତପନ ଦୀକ୍ଷିତ (ବେଳାଭୂମି)

କିଛି ହସ କିଛି ଲୁହ କିଛି ଅକୁହାର କୋହ, କିଛି ଅଛି କିଛି ନାହିଁ କିଛି ହରାଇ ଓ ପାଇ,ଗଇଁଠା ସମ୍ପର୍କ କିଛି ଆଉ କିଛି ମିଛି ମିଛି,କେବେ ସ୍ମୃତିରେ କେବେ ପ୍ରୀତିରେକେବେ ଶ୍ରାବଣର…

କବିତା – ପ୍ରୀତି ପେଞ୍ଚ – ତପନ ଦୀକ୍ଷିତ (ବେଳାଭୂମି)

ମଣି ଭଣିଲି ତୋତେ ଯାହା ରାଣୀ ବାଣୀରେ କଲୁ ତୁ ପାଣିହେଲେ ପ୍ରୀତିପେଞ୍ଚ ଅକିଞ୍ଚନ ଯାହା ନପାରିଲା ଲେଶ ଜାଣି,ରାତିଗୋଟା ଯାହା କଲୁ ହଟ ହଟା ଦେବାକୁ ଟିକିଏ ଗେଲ ଫିକା ପ୍ରେମାଳାପେ ଫକାସି…

କବିତା – ଲାଗୁ ସେ କଳଙ୍କ ପଛେ – ତପନ ଦୀକ୍ଷିତ (ବେଳାଭୂମି)

ନିଶି ନିଶା ଗୋଳା ହେ ! ରୂପସୀ ବାଳା କଣ୍ଠେ ଅହେତୁକ ଶୋଷବିବଶେ ଅବଶ କିଣା କିଙ୍କର ତୋ ଆସ୍ୱାଦନେ ପ୍ରେମ ରସ,ବୋଲିବାକୁ ଲାଜ ଅରଜେ ଗରଜ ଦେଖି ତୋ ଅନଙ୍ଗ ସାଜମେଣ୍ଟାଇବ ଦାସ…

କବିତା – ପ୍ରେମ ଯଦି କେବେ ପାପ ହୋଇଯାଏ – ତପନ ଦୀକ୍ଷିତ (ବେଳାଭୂମି)

ପ୍ରେମ ଯଦି କେବେ ପାପ ହୋଇଯାଏ ଲୁହର ପ୍ରଦୀପ ଜାଳିବେଦନା ସାଉଁଟି ଫେରିଯିବି ପଛେ କରିବିନି କେବେ ଅଳି,ଆୟୁସେ ପଥରେ ପଲକ ବିଛାଇ ଲେଉଟାଣି ତୁମ ଚାହିଁଅଳି କରୁଥିବି ମରଣ ଦୁଆରେ କୋକେଇ ଉଠିବା…

କବିତା – ଭୁଲି ଯଦି କେବେ ଚଲା ବାଟ ମୋର – ତପନ ଦୀକ୍ଷିତ (ବେଳାଭୂମି)

ତୋ ଗାଁ ରୁ ଯେବେ ରାତି ଫେରିଯାଏ ମୋ ଗାଁରେ ହୁଏ ଦିନ ଗାଁ ମୁଣ୍ଡେ ତୋର ସଞ୍ଜ ନଇଁଲେ ମୋ ଗାଁରେ ଉଠେ ଜହ୍ନ,ମୋ ଗାଁରେ ଯେବେ ମଲ୍ଲୀ ମହକେ ଗଭା ତୋ…