ଯମୁନାର ଜଳ ବହେ କଳ କଳ – ଦାଶରଥି ସାହୁ

ଯମୁନାର ଜଳ ବହେ କଳ କଳ ରଙ୍ଗଭରା କୁଞ୍ଜବନପଞ୍ଚମ ସ୍ୱରରେ କଦମ୍ବେ କୋଇଲି ଗାଏ କୁହୁ କୁହୁ ତାନଗଗନ ପବନ ଖୁସିରେ ନିମଗ୍ନ ମତୁଆଲେ ଭିଜେ ମାଟିଟୁପୁରୁ ଟାପୁରୁ ଛିଟାର ଛୁଆଁରେ ସୁଖ ସରାଗ…

କୁମାର ପୂର୍ଣ୍ଣିମା

ଦାଶରଥି ସାହୁକଳମ୍ବ, ପୋଲସରା, ଗଞ୍ଜାମ କୁଆଁରୀ ପୂଜିବେ ଚଉରା ମୂଳରେକୋଠିକୁ ସଜେଇ ଦେଇମାନସିକ ତାଙ୍କ ଚନ୍ଦ୍ରସମ ରୂପଗୋଟିଏ କୁମାର ପାଇଁ …. ॥ ପୂଜା ଅରଚନା ତ୍ୟାଗ ଉପାସନାଓଡିଶା ସଂସ୍କୃତି ଏଇକେତେ ମହାନତା ଆମରି…

ପାପର ବାପ ଭୃଣହତ୍ୟା

ଦାଶରଥି ସାହୁ, କଳମ୍ବ, ବଡସାହି, ଗଞ୍ଜାମ ମାଆ ଗରଭରୁ ଜନ୍ମିତ ସନ୍ତାନପ୍ରଥମେ ସ୍ପର୍ଶେ ମାଟି’ମାକୁଆଁ କୁଆଁ କାନ୍ଦ ସୁଖର ସମ୍ବାଦଆସିଲେ ଲକ୍ଷ୍ମୀ ପ୍ରତିମା …. କଅଁଳ ପାଦରେ ଅଭ୍ୟାସର ଚାଲିପଡଇ ଥରକୁ ଥରଗୀତ ନାନାବାୟୀ…

ବାଜେ ଝିଅର ଗପ

ଦାଶରଥି ସାହୁକଳମ୍ବ, ବଡସାହି, ଗଞ୍ଜାମ ସଭିଏଁ କହନ୍ତି କ୍ଷୀର ପିଉଥିଲେ ବଢଇ ଦେହେ ଶକତିପରକୀୟା ପ୍ରୀତି ବେଶ୍ୟାଳୟ ଗଲେ ପଳାଏ ନିଜର ଜାତି ॥ ଜାତିର ଜାଗ୍ରତ ତୁମେ କି ନିହିତ ତେବେ କିଆଁ…

ମୃତ୍ୟୁ ହିଁ ଚିର ସତ୍ୟ

ଦାଶରଥି ସାହୁକଳମ୍ବ, ବଡସାହି, ଗଞ୍ଜାମ ବୟସ ରେଳଗାଡି ଯାଏ ଗଡି ଗଡିବାଲ୍ୟ ଯୁବାବସ୍ଥା ବୃଦ୍ଧକାଳର କରାଳ ଗ୍ରାସରେ ବାବୁରେହୋଇବୁ ଦିନେ ନିଃଶବ୍ଦ ॥ବାଲ୍ୟକାଳେ ବିଦ୍ୟା କର ଉପାର୍ଜନତୁ ଆଗାମୀ ଅମାନତଯୁବାବସ୍ଥାରେ ଆବଶ୍ୟକ ଅର୍ଥ ତୁକରିନେ…

ବେଦରଦୀ ବୈଶାଖୀ

ଦାଶରଥି ସାହୁକଳମ୍ବ, ବଡସାହି, ଗଞ୍ଜାମ ବୈଶାଖ ଆକାଶୁ ଅସହ୍ୟ ଅନଳବିଶାଦେ ଜୀବ ଜଗତବିଦୀର୍ଣ୍ଣ ମନ ବାୟୁ ବିନା ଜୀବନବକ୍ଷ ବିନା ଲକ୍ଷ୍ୟଚ୍ୟୁତ ॥ ଲକ୍ଷ୍ୟଚ୍ୟୁତ ଆଜି ଶୀତଳ ପବନଲଭିଛି ଝାଞ୍ଜି ବୈଶାଖୀଲୋତକୁ ସବୁରି ଲୁହ…