ଗୁରୁ ସାକ୍ଷାତ ପରଂବ୍ରହ୍ମ – ଘନଶ୍ୟାମ ସାହୁ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ନମୁଛୁ ତାଙ୍କ ପୟର ।।୦। ଆହେ ଭକତ ବାନ୍ଧବ ପୂଜ୍ୟପାଦ ଗୁରୁଦେବ ଜୟ ବାବା କଇଁଫୁଲ ଘେନ କୋଟି ନମସ୍କାର ।।୧।…

ଦୁଃଖହାରି ନନ୍ଦବଳା – ଘନଶ୍ୟାମ ସାହୁ

ଆଉ ଏଣିକିରେ ମନ ନକର ହେଳା ହେଳା କଲେ ବୁଡ଼ିବ ତୋ ସଂସାର ଭେଳା । ଭେଳା ରେ ମାୟା ମୋହ ଲୋଭ ଆଦି ର କଣା କଣା ରେ ପାପ ଜଳ ପଶେ…

କି ହେବ ସଂସାରୀ ହେଲେ ? – ଘନଶ୍ୟାମ ସାହୁ

କି ହେବ ସଂସାରୀ ହେଲେ ? ଧର୍ମ କର୍ମ ନ କରିଲେ ଦୁଃଖୀ ଦୁଃଖ ନ ବୁଝିଲେ ।।୦। ବାଲ୍ୟ କାଳ କଟିଗଲା ଧୂଳି ଖେଳରେ ମାୟାରେ ବାୟା ହୋଇଲୁ ଯୁବାବସ୍ଥାରେ ସୁଖ ଧନ…

କଳାବାମନ – ଘନଶ୍ୟାମ ସାହୁ

ମୋତେ ସେଇ ପାଦ ଦିଅ ଦର୍ଶନ ସେ ପାଦେ ଆଶ୍ରୟ ନେଇ ହେବି ମୁଁ ଲୀନ ।।୦। ଏକ ପାଦେ ପୃଥ୍ବୀ ପୁଣି ଆନ ପାଦେ ନଭ ତୃତୀୟ ପାଦେ ଦଳିଲ ବଳି ରାଜା…

ଗୁହାରି ଶୁଣିମା – ଘନଶ୍ୟାମ ସାହୁ

ମହାମାନ୍ଯ ମଣିମା ହେ ! ଗୁହାରି ଶୁଣିମା ଲୁହରେ ଲେଖୁଛି ବୋଲି ଦୋଷ କର କ୍ଷମା ଚିଠି ମୋ ପଢ଼ିବ ହେ କଳା ମାଧବ ଡୋରି ଲାଗିବାକୁ ଟାକି ପାରୁନି ଜମା ।।୧। କି…

ଅବତାର ପୁନଃ ଏ ଧରାଧାମେ – ଘନଶ୍ୟାମ ସାହୁ

ଦଶରା ପଡ଼ିଆ ଦୁଇ ପାରୁଶରେ ରାମ ସମ୍ମୁଖରେ ରାବଣ ମୂର୍ତ୍ତି ରାମ ବାଣେ ହେବ ରାବଣ ଦହନ ପ୍ରତି ବରଷରେ ପର୍ବ ପାଳନ୍ତି । ସପନରେ ଦିନେ ଦେଖିଲି ରାବଣ ରାମଙ୍କୁ ଧୀକ୍କାର କରି…

କବିତା – ଜୟ ସାଇରାମ – ଘନଶ୍ୟାମ ସାହୁ

ଜୟ ସାଇରାମ ଜୟ ସାଇରାମଦିଅ ଦରଶନ ବାବା ଘେନ ମୋ ପ୍ରଣାମ ।।୦।ସିରିଡ଼ି ରେ ଲୀଳା ତୁମ କରୁଣାବତାରଦୁଃଖୀଜନେ ସହାୟତା ସଦା ଆଗଭରଆହେ ଲୀଳା ମୟ ତୁମ ଲୀଳା ହିଁ ଅସୀମ ।।୧।ଆତୁରେ ଡାକିଲେ…

କବିତା – ଚକାଆଖି – ଘନଶ୍ୟାମ ସାହୁ

କରିବିନି କିଛି ମାନ ଅଭିମାନନ ଶୁଣିଲୁ ବୋଲି ଡ଼ାକ ଦୁଃଖିରଦାରୁ ଦେବତା ତୁ ତୋ ଚକାନୟନେମେଲି ଦେଖୁଥାଉ ଖାଲି ଧକ୍କା ଦାଉ ସନ୍ତାପିତର । ।୦।ପ୍ରଭାତୁ ଶଯ୍ୟାରୁ ସ୍ମରି ନାମ ତୋରଆରମ୍ଭ କରେ ମୁଁ…