ଲାଲ ରୁମାଲ – ରାଜେଶ ପୂଜାରୀ

ବହୁତ ବଡ଼ ଖୁସିର ଦିନ ଥିଲା ମୋ ପାଇଁ । ମୁଁ ଉତ୍ତୀର୍ଣ୍ଣ ହେଇଥିଲି ଦିଲ୍ଲୀ ସନ୍’ସାଇନ୍ କଲେଜର ଆସିଷ୍ଟାଣ୍ଟ୍ ପ୍ରଫେସର ଭାବରେ । ସମସ୍ତେ ଖୁସି ଥିଲେ ଆମ ଘରେ । ଏମିତିରେ…

କବିତା – ଲାଗୁନି ଫେରିଛ ପରି – ରାଜେଶ ପୂଜାରୀ

କେବେ ଆସିପାର ଏମିତି ଅଚାନକ୍ ବୋଲି ଭାବି ହିଁ’ ନଥିଲି ସେଇଥି ପାଇଁ ତମକୁ ତମେ ବୋଲି ଭରଷି ନଥିଲି, କେମିତି ପରତେ ହେବସେ ଫେରିଛି ପୁଣିଦୋଷୀର ମୁକୁଟ ପିନ୍ଧେଇ ଯିଏ ବର୍ଜିଥିଲାମୋ ଭକ୍ତି,…

ବଂଶୀ ବାଜିଲେ ମୁହିଁ – ରାଜେଶ ପୂଜାରୀ

ବଂଶୀ ବାଜିଲେ ମୁହିଁ ସାଜେ ବ୍ରଜାଙ୍ଗନାନାଚି ନାଚି ଭୁଲିଯାଏ ଠିକଣା ଆପଣା…(୦) ଏ ମନରେ ଥରେ ରାଧା ଭାବ ବହିକୃଷ୍ଣ ପ୍ରେମେ ଭିଜିଯାଏ,ଯେତେବେଳ ଯାଏ ବଂଶୀ ବାଜୁଥାଏଶ୍ରୀ ଗୀତ ଗୋବିନ୍ଦ ଗାଏସରାଗରେ ନାଚୁଥାଏ ହୋଇ…

ଚିରସାଥୀ – ରାଜେଶ ପୂଜାରୀ

ଧରାପୃଷ୍ଠେ ପ୍ରେମୀ ଅଛନ୍ତି ହଜାରପ୍ରେମରେ ଦୀକ୍ଷିତ ସର୍ବ ଚରାଚରପ୍ରେମ ତ ଜୀବନାୟନର ଆଧାରଶ୍ରଦ୍ଧା ସାରଙ୍ଗୀର ମଧୁର ଝଙ୍କାର। କିନ୍ତୁ ଏହି ପ୍ରେମ ନୁହେଁ ଚିରସ୍ଥାୟୀକେବେ କେଉଁ ମୋଡ଼ ଜାଣି ତ ନୁହଁଇକେବେ ଯେ ବିଶ୍ବାସ…

ଜୀବନ ପଥ – ରାଜେଶ ପୂଜାରୀ

କଉଠୁ ଆରମ୍ଭ ମୋ ଜୀବନ ପଥକଉଠି ତାହାର ଅନ୍ତ,ନଥାଇ କି’ ଜଣା ଚାଲେ ଅହରହ ନିର୍ଦ୍ବନ୍ଦ୍ବରେ ଅବିଶ୍ରାନ୍ତ। କେତେ ଦିନୁ ମୁହିଁ ଚାଲୁଅଛି କାହିଁତାହା ପାରିବିନି କହି,କେତେ ଅଛି ଆଉ ଚାଲିବାକୁ ବାକିହିସାବ ମୋ…

ଭବିତବ୍ୟ – ରାଜେଶ ପୂଜାରୀ

ବେଳ ଆସିବ ଦୁଃଖ ଦିହୁଡ଼ିସୁଖର ପବନ ଫୁଙ୍କିବ ନିଶ୍ଚୟ,ଅଧର୍ମୀ ସବୁ ଆଦରିବେ ଧର୍ମପାପୀ ଛୁଟାଇବେ ପୂଣ୍ୟର ରୟ । ଥୁଣ୍ଟା ପାଦପେ ପ୍ରୀତି ପଲ୍ଲବକଅଁଳି ହସୁଥିବ ଅହରହ,ରାକାରଜନୀ ଜହ୍ନାଲୋକରେସାଜିବ ନୂତନ ସମ୍ବାଦବହ । ଧୂସର…

ସ୍ଵୀକାରୋକ୍ତି – ରାଜେଶ ପୂଜାରୀ

ତପସ୍ୟା…!ଯେବେ ଶ୍ରାବଣ ଫଗୁଣଭୁଲି ସବୁ ଉପୁରି ଗୁମାନକରୁଥିଲେ ହଳଦୀ କୀର୍ତ୍ତନସେଇ ମଧୁର ଲଗ୍ନରେଆମ ଚୈାନେତ୍ର ମିଳନହୃଦୟରେ ଗଲା ଗଡ଼ିସତେ ଅବା ରେଳ ଗାଡ଼ିସ୍ପଂଦନ ଗଲା ବଢ଼ି ବଢ଼ି। ଯଦିଓ ତୁମେ ଏସବୁରୁବେଖବରତଥାପି ମୋ ଭିତରେଅନଟକ…

ସମ୍ବଲପୁରୀ କବିତା – ମୁଇଁ ତାର ଦିଲକା ରାଜା – ରାଜେଶ ପୂଜାରୀ

ଏ ଫଗୁନ ତୁଇଆରେମୋର୍ ପ୍ରିୟା କେ ଦେ ରଙ୍ଗେଇଏ ଶରାବନ୍ ତୁଇଆରେମୋର୍ ସୁନାକେ ଦେ ଭିଜେଇଫୁଲେଇ ସଜନୀ ଝାରେ ଆଖିର୍ ପାନିଗୁମାନୀ ଦିୱାନୀ କିଛି ନାଇଁ ଜାନିଯେତେ କରି ବୁଝାଲେଁ ହେସି ଅବୁଝାଲୁଭ୍ ଲୁଭାନି…