କବିତା – ସାହିତ୍ୟର ତୁମେ – ଶରତ ଚନ୍ଦ୍ର ଜାଲି

ସାହିତ୍ୟର ତୁମେ ଶଦ୍ଦ ହୋଇ ଆସି ମୋ ମନେ କରିଛ ବସାସେଇ ଶଦ୍ଦ ନେଇ କବିତା ଲେଖଇ ଲେଖିବାଟା ମୋର ନିଶା(୦) କେବେ ଅନୁପ୍ରାସ କେବେ ଅଳଙ୍କାର ଯମକେ ଯୁଗଳ ହୋଇଛନ୍ଦମୟୀଗୋ ଛନ୍ଦି ଦିଅ…

କବିତା – ଧନ୍ୟ ହେ କାର୍ତ୍ତିକ ମାସ – ଶରତ ଚନ୍ଦ୍ର ଜାଲି

##### *ଧନ୍ୟ ହେକାର୍ତ୍ତିକ ମାସ*##🌷🌷🌷🌷🌷🌷🌷🌷କାର୍ତ୍ତିକ ମାସର କାକର ସମୀରଶୀତୁଆ ଶୀତୁଆ ଲାଗେପ୍ରାତଃ ସ୍ନାନ ସାରି ଦର୍ଶନେ ଶ୍ରୀହରିତୁଳସୀ ପାଦୁକ ମାଗେ ॥ମଙ୍ଗଳ ଅାଳତୀ ମନେ ଭରେ ଶାନ୍ତିମଙ୍ଗଳ ମନାସି ଜନେଦୀପଟିଏ ଜାଳି ଅର୍ପି ପୂଜାଥାଳିଚିତ୍ତ…

ଦେବୀ ଚଉତିଶା – ଶରତ ଚନ୍ଦ୍ର ଜାଲି

କରମଳା ପୀଠେଶ୍ୱରୀ ମା ଦେବୀ ପଉର୍ଣ୍ଣମାସିକୃପାମୟୀ କୃପାବରଷା ତୋର ଦେ ବରଷି ॥କୋଟିକୋଟି ଭକ୍ତ ଦର୍ଶନେ ତୋର ପୀଠକୁ ଆସିକରୁଥାନ୍ତି ସ୍ତୋତ୍ର,ଜଣାଣ ପୁଣ୍ୟ ଦେଉଳେ ବସି ॥ ଖରାପ ପୁତ୍ର କେ ହୋଇଲେ କେବେ…

କୁନି ଭକତ – ଶରତ ଚନ୍ଦ୍ର ଜାଲି

ମୋପୁଅ କାନ୍ଦୁଛି ପୁରୀ ଯିବାପାଇଁଦେଖିବାକୁ ଜଗନ୍ନାଥଭାବରଠାକୁର ଭାବଡୋରେ ତା’ରଚୋରେଇ ନେଇଛ ଚିତ୍ତ ॥ ଶରଧା ବାଲିରେ ଭାରି ଶରଧାରେଖେଳିବାକୁ ବାଲିଖେଳକେବେ ସେ ସକାଳ ଆସିବ ଭାବୁଛିଜପୁଛି ନନ୍ଦଦୁଲାଳ ।ସେ ବାଲି ମୁଠାଏ ଦେହେ ବୋଳିହେଇହେବ…

ଆସ ମା ହସୁ ଏ ମେଦିନୀ – ଶରତ ଚନ୍ଦ୍ର ଜାଲି

ଜୟ ମା  ଜଗତଜନନୀତୁପରା ଶଙ୍କରଘରଣୀ ॥ସର୍ବମଙ୍ଗଳା ଠାକୁରାଣୀଅମ୍ବା,ଅମ୍ବିକା,ତୁ ସର୍ବାଣି ॥ଏତିନିପୁରେ ଅଛୁ ପୁରିମମତାମୟୀଗୋ ଗଉରୀ ॥ଶୁମ୍ବ,ନିଶୁମ୍ବ ଥିଲୁ ମାରିଖଣ୍ଡା,ଖର୍ପର କରେ ଧରି ॥ଚାରିଯୁଗେ ତୁ ଶକ୍ତିମୟୀତୋ ଶକ୍ତି ବଳେ ରଖୁ ମହୀ ॥ପ୍ରବଳ ହେଲେ…

ରାତି – ଶରତ ଚନ୍ଦ୍ର ଜାଲି

ଅମାନିଆ ରାତି ଆସେ ନାଚିନାଚିକୋଳେ ଧରି ରୂପାଜହ୍ନକଳାଶାଢୀ ଖଣ୍ଡେ ଦେହରେ ସଜେଇକରୁଛି ସେ ଅଭିମାନ ।ଲାଗେ ଭାରି ଶୁନ୍ ଶାନ୍ଚୁପ୍ ଚାପ୍ ଆସେ ଚୁପ୍ ଚାପ ଯାଏମୁନି ପରି ସେ ମଉନ ॥ ଖୋସାରେ…

ନିର୍ମାଲ୍ୟ ପରଶେ ହାତେ – ଶରତ ଚନ୍ଦ୍ର ଜାଲି

ନୀଳଚକ୍ର ନେତ ଉଡେ ଫରଫରନୀଳାଦ୍ରି ଠାକୁରଙ୍କରନିଶିଦିବସ ସେ ଡାକୁଛି ଭକ୍ତକୁନିଜପର ନାହିଁ ତାର ॥ ନିତ୍ୟକର୍ମ ସାରି ପତିତପାବନନିରେଖିଲି ବେନି ଡୋଳେନିଶ୍ୱାସପ୍ରଶ୍ୱାସ ରୁଧକଲି ହୃଦେନିତ୍ୟାନନ୍ଦ ପ୍ରେମ ଭୋଳେ ॥ ନିତ୍ୟ ଅବ୍ୟୟଙ୍କୁ ଉର୍ଦ୍ଦ୍ୱବାହୁକରିନିମଗ୍ନ ତା…

ଆଦିମାତା – ଶରତ ଚନ୍ଦ୍ର ଜାଲି

ଅଜ୍ଞାନନାଶିନୀ ଶାନ୍ତି ପ୍ରଦାୟିନୀମହିଷାସୁର ମର୍ଦ୍ଦିନୀକାଶତଣ୍ଡି ଫୁଲେଫୁଲେ ମା ହସୁଛୁତୋ ଲାଗି ହସେ ଧରଣୀ ॥ ଜଗତଜନନୀ ସଂକଟମୋଚନୀଜୟ ଜୟ ଦୁର୍ଗା ମାଆପାର୍ବଣ ପରବେ ତୋର ଆଗମନେଶୁଭାଶିଷେ ହୁଅ ସାହା ॥ ତିନିପୁରେ ତୋର ଡାକପଡିଅଛିମା…