ସମାନ୍ତର – ସସ୍ମିତା ବେହେରା

ଅପେକ୍ଷା ରେ ସକାଳରୁ ରାତି ଆସିହେଲାହେଲେ ଆସିଲାନି ତୁମର ମେସେଜଅବା ଗୋଟେ ସିଂଗଲ କଲ୍…ଏଇ କିଛି ଦିନ ହେବତୁମେ ଖୁବ୍ ବଦଳି ଯାଇଛହୁଏତ ତୁମ ଜୀବନରେ ମୋର ଅବଶ୍ୟକତା ଆଉ ଅନୁଭବ କରିପାରୁନି…ଦେଖିପାରୁନି ତୁମରସେ…

କ୍ଷୁଦ୍ରଗଳ୍ପ – ସୀମାରେଖା – ସସ୍ମିତା ବେହେରା

ଏଇ ତାରଭର୍ତ୍ତି ନିର୍ମଳ ଆକାଶକୁ ଚାହିଁଲେ କେତେ କଣ ମନେ ପଡ଼ିଯାଏ । ପୁରୁଣା ସ୍ମୃତି ସବୁ ତାଜା ହୋଇଯାଏ, ମୁଁ ଓହ୍ଲେଇଯାଏ ସେଇ ରାସ୍ତାକୁ ଯେଉଁଠି ଦିନେ ତୁମେ ଆଉ ମୁଁ ଚାଲୁଥିଲେ…

ଅନ୍ତର୍ଦାହ – ଇଂ ସସ୍ମିତା ବେହେରା

ଜାଣି ନଥିଲି ଏତେ କମ୍ ଦିନରେଆମ ଏ ସମ୍ପର୍କର ଅନ୍ୟନାମପ୍ରେମ ହେବ ବୋଲି…!ମୋର ନିଜର ଅନିଚ୍ଛାରେକେମିତି କେଜାଣି ବନ୍ଦୀ ହୋଇଗଲିତୁମ ପାଖରେନା ବଢି ପାରୁଛି ଆଗକୁନା ପାଦ ଫେଋଛି ପଛକୁଡେଣା ନଥିବା ପ୍ରଜାପତିଟେ ପରିବାରବାର…

ଆଦର୍ଶ ଛାତ୍ର – ଇଂ ସସ୍ମିତା ବେହେରା

ସଭିଙ୍କ ଅଟେ ଭାରୀ ସେ ପ୍ରିୟମାନେ ଗୁରୁଙ୍କ ବାଣୀପୂଜଇ ସିଏ  ପିତା ମାତାଙ୍କୁସ୍ବୟଂ ଦେବତା ମଣି… ଦିଏ ନି କାହା ମନ ରେ କଷ୍ଟସତ୍ୟ ବଚନ କହେଅସୁବିଧାରେ ସାଙ୍ଗ ସାଥୀଙ୍କୁସଦା ସହାୟ ହୁଏ… ମନରେ…

ଶରତ ଆସିଲେ – ଇଂ ସସ୍ମିତା ବେହେରା

ଶରତ ଆସିଲେ ବେଶି ମନେପଡେକାଶତଣ୍ଡୀ ପଠାଧାରେସଂଜ ନଈକୂଳେ ଯାଉଥିଲି ବୁଲିସଙ୍ଗାତଙ୍କ ଗହଣରେ… ଦେଖିବା ପାଇଁକି ଆସୁଥିଲ ଧାଇଁଚିଠି ଓ ଗୋଲାପ ନେଇଆଖି ଇସାରାରେ ଡ଼ାକିଦିଅ ମୋତେଯାଉଥିଲି ପଛେ ରହି…. ସେଇ ନଈକୂଳ ଝାଉଁ ବୁଦା…

ଯନ୍ତ୍ରଣାରେ ଜୀବନ

ଇଂ ସସ୍ମିତା ବେହେରାସୋଲର, ଛତିଆ, ଯାଜପୁର କେତେ ଆଉ ସହିବୁ ତୁଉଗ୍ରବାଦୀ ପୁରୁଷ ସମାଜରତାଡନା ଆଉ ଭର୍ସ୍ଚନା..ଦୁର୍ବିସହ ହୋଇପଡିଲାଣିଜୀବନ ଯନ୍ତ୍ରଣା…ଫେରିଯା… ଫେରିଯା… ପୁଣିଥରେତୋର ମାଆ କୋଳକୁଏକ ଅବୋଧ ଶିଶୁଟେ ହୋଇପାଲଟିଯିବୁ ମାଟିର ପିଣ୍ଡୁଳାଟିଏନା କିଛି…

ତୁମ ପ୍ରତୀକ୍ଷାରେ…

ଇଂ ସସ୍ମିତା ବେହେରାସୋଲାର, ଛତିଆ, ଯାଜପୁର ଶୁନଶାନ ଆକାଶ ବିଜଣାଇ ଦେଉଥିଲା ତୁମକଥାପତ୍ର ଓହଳରୁ ଭାସି ଆସୁଥିଲାସନ୍ଦେଶ ତୁମ ଶୁନ୍ୟତାର…ସତେ ଯେପରି ମୋ ବିରହ ବିଧୂର ବିଳାପଦେଉଥିଲା ସେମାନଙ୍କ ପ୍ରଶ୍ନୋତ୍ତର…ଅଧା ରାସ୍ତାରୁ ହାତ ଫେରେଇ…

ଯାଜ୍ଞସେନୀ

ଇଂ ସସ୍ମିତା ବେହେରାସୋଲାର, ଛତିଆ, ଯାଜପୁର ଜୀବନ ଜଳୁଛି ଯନ୍ତ୍ରଣା ଜୁଇରେଦବାକୁ କିଏ ବା ଅଛି ରାହାପ୍ରତିଘାତ ପଥ କରି ପ୍ରତିହତଅବିଶ୍ରାନ୍ତ ପାଦ ଚାଲେ ଯାହା… ॥ ଛଳନା ଫାଙ୍କରେ ହସୁଛି ଅଳପଅଶ୍ରୁଧାରା ଲୁଚେ…