ଦେବୀ ପ୍ରଧାନଙ୍କ ଚିତ୍ରକଳା

ଚିତ୍ରଶିଳ୍ପୀ : ଦେବୀ ପ୍ରଧାନ, ପାଣିଭଣ୍ଡାର, କେଶପୁର, ଭଦ୍ରକ

ଓଡିଆ ଝିଅ ଦେବୀ ପ୍ରଧାନ, ଅନନ୍ୟ ପ୍ରତିଭାର ଅଧିକାରିଣୀ । ଏକାଧାରାରେ ଜଣେ ଚିତ୍ରଶିଳ୍ପୀ, ସୁଗାୟିକା ଓ କବୟତ୍ରୀ ଅଟନ୍ତି । ବଣମଲ୍ଲୀର ମହକ ପ୍ରତିଭା ଅନ୍ଵେଷଣରେ ଦେବୀ ପ୍ରଧାନଙ୍କ କଳାତ୍ମକ ପ୍ରତିଭାର ସମ୍ୟକ ଉପସ୍ଥାପନା ।

ବଣମଲ୍ଲୀର ମହକ bmm-emagazine ଦେବୀ ପ୍ରଧାନଙ୍କ ଚିତ୍ରକଳା ବ୍ୟକ୍ତିତ୍ଵ ଓ ପ୍ରତିଭା  ଦେବୀ ପ୍ରଧାନ

ମନ୍ତବ୍ୟ ରଖନ୍ତୁ..