ପ୍ରେମ – ମୋ ଭାଷାରେ – ରାଜେଶ କୁମାର ମୁଣ୍ଡ

ପ୍ରେମ ଏକ ପବିତ୍ର ଶବ୍ଦ, ଶାଶ୍ୱତ ଉଚ୍ଚାରଣ.. ଝରଝର ନିର୍ଝରିଣୀର ଝଙ୍କୁରିତ ଜଳ, ବୀଜଟେ ଗଜୁରିବା ବେଳେ ମାଟିର ଆବେଗ,ସଞ୍ଜ ନଇଁ ଯିବାପରେ, ସମଗ୍ର ଧରାକୁ କୋଳାଗ୍ରତ କରିବା ପାଇଁ ଅନ୍ଧାରର ଉତ୍କଣ୍ଠା, ଆକାଶରେ ତାରା, ଜହ୍ନ ଓ ମେଘ ସହ ସହବାସ ପାଇଁ ଆତୁରତା, ପୁଣି ପ୍ରାତଃ ପୃଥିବୀର ଛାତିକୁ ବିଦାରି, ଅନ୍ଧାରର ବୁକୁକୁ ଚିରି ବାଳାରୁଣର ଅଦମ୍ୟ ସାହସର ଉଦ୍ଦାମତା । ପ୍ରେମ... ମାତୃଗର୍ଭରୁ ସୃଷ୍ଟି ଏକ

ବଣମଲ୍ଲୀର ମହକ – ପ୍ରବନ୍ଧ ଏବଂ ଗଳ୍ପ ପ୍ରତିଯୋଗିତା ଘୋଷଣା

ବଣମଲ୍ଲୀର ମହକ ସାହିତ୍ୟ ଅନୁଷ୍ଠାନ ସମସ୍ତ ଲେଖକ/ଲେଖିକାମାନଙ୍କୁ ଉତ୍କଳ ଦିବସ ୨୦୧୮ ଉପଲକ୍ଷେ ହେବାକୁ ଯାଉଥିବା ‘ପ୍ରବନ୍ଧ ଏବଂ ଗଳ୍ପ ପ୍ରତିଯୋଗିତା’ ପାଇଁ ସ୍ଵରଚିତ, ଅପ୍ରକାଶିତ ଲେଖା ଆହ୍ଵାନ କରୁଛି । ଏହି ପ୍ରତିଯୋଗିତା ପାଇଁ ଲେଖକ ଲେଖିକା ମାନେ ନିମ୍ନ ଅବଗତ ନିୟମାବଳୀ ଅନୁସାରେ ନିଜର ଲେଖା ଉପସ୍ଥାପନ ଓ ନିର୍ଦ୍ଧାରିତ ସମୟ ଓ ଠିକଣାରେ ଲେଖା ପଠାଇବାକୁ ଅନୁରୋଧ । ନିୟମାବଳୀ ଡାଉନଲୋଡ କରନ୍ତୁ   ନିୟମାବଳୀ: ୧। ‘ପ୍ରବନ୍ଧ’ ବିଷୟବସ୍ତୁ -