ଅରୁକ୍ଷ କାବ୍ୟ ରୁ “ଖ” ଚମ୍ପୁ – ହେମନ୍ତ କୁମାର ବାରାଇ

ରାଗ - ତୋଡି ଦେଶାକ୍ଷ /ଆଠତାଳି ଖଣ୍ଡପରଶୁ ହେ ଖଜବଜ ଯେ ମନରେ ାାପଦାା ଖଗ ଖଗ ଯେ ଭୂ-ଖଗ କଞ କଞ ମହାଭାଗ ବରୁଣ ପାବକ ଇନ୍ଦ୍ର ବିମନରେ ାା୧ାା ଖିଳ ସଙ୍ଗେ ଦେବଗଣ ଧରି ହ୍ରୁଦେ ଅଭିମାନ ବଳି ଯାଏ ତାରକାସୁର ମନନରେ ାା୨ାା ଖତମାଳ କି ସମରେ ଖଟକା ଘୋଟେ ମନରେ ହର ହେ !ହର ବ୍ରହ୍ମାଣ୍ଡ ଦେବନ ରେ ାା୩ାା ଖସିବାକୁ ନାହିଁ ବାଟ ହେ ବାମଦେବ ତା ଘଟ ଘୋଟୁଛି କି ବ୍ରହ୍ମାଣ୍ଜେ କଷ୍ଟ ଘନ

ନିଃସଙ୍ଗ ନିଶା କାବ୍ୟ ରୁ “କୈକେୟୀ ଙ୍କ ପ୍ରତି” – ହେମନ୍ତ କୁମାର ବରାଇ

ମାଆ ଗୋ ମମତା ପୂର୍ଣ୍ଣ ହ୍ରୁଦୟର ଅତଳ ମମତା ମୂର୍ତ୍ତି, ସଂବେଦନା ର ତୁ ଉଦାର ମତି ଗୋ ପ୍ରାଣର ଅତୁଳ ତ୍ରୁପ୍ତି ॥୧ାା ତୁହିଁ ମୋର ସ୍ମ୍ରୁତି ତୁହିଁ ମୋର ମତି ତୁହିଁ ମୋର ସ୍ମ୍ରତିସ୍ତମ୍ଭ, ତୁହିଁ ମୋର ଧୈର୍ଯ୍ୟ ଅବା ଜ୍ଞାନ ମୋର ତୁହିଁ ମୋ ଯଶ ର ଦମ୍ଭ ॥୨ାା ନ କରିବ କ୍ରୋଧ ମୋର ପ୍ରତି ମାତା ନ କରିବ କେବେ ରୋଷ, ପୁତ୍ର ମୁଁ ତୁମ୍ଭର କ୍ଷମଣୀୟ ସଦା ନ ଧରିବ ମୋର ଦୋଷ ॥୩ାା ତୁହିଁ ମୋ ଲେଖନୀ

ଅରୁକ୍ଷ କାବ୍ୟ ରୁ “କ” ଚମ୍ପୁ (ପ୍ରଥମ ଭାଗ) – ହେମନ୍ତ କୁମାର ବରାଇ

(ରାଗ-ସାବେରୀ) କରନ୍ତି ବିଜୟ ନେତ୍ରେ ରେ,କରି ମାରୁତ ରେ ବିଦ୍ଧ ଗାତ୍ରେ, କେସନ ଗନ୍ଧବହି ନାସାନିଳ ଗେ,ଚିତ୍ତେ ଦେଇ ମର୍ମ ପତ୍ରେ ରେ, କୂଟ ନାହିଁ ନେତ୍ରେ ରେ,ଚିର ରୁଚି ସେ ଚାହିଁଲା ମାତ୍ରେ ॥୧ାା କିଆ କେତକୀ ମାଳତୀ ରେ,କଦମ୍ବ ରୁଚିରେ ତୋଷେ ଅତି, କୌମୁଦି ବା ଦିବା ବିଭାବରୀ ପାଶୋରି ସାନ୍ଧ୍ୟକୁସୁମ ଦିଅନ୍ତି ରେ କୁଜ୍ଞ ଚଉକତି ରେ,କୌତୁକ ଚନ୍ଦ୍ରହାସ କୁ ଗତି ॥୨ାା କନ୍ଦର୍ପ ଶ୍ୱେତ ଚାମର ରେ,କାଶତଣ୍ଡୀ ରେ ଭ୍ରମେ ସମୀର, କୁସୁମ-ଅଗସ୍ତି-ମଞରୀ-ବାଳଚନ୍ଦ୍ର ଦେବାଳି ଚିତ୍ତ

ଅରୁକ୍ଷ କାବ୍ୟ ରୁ ଓ ଔ ଚମ୍ପୁ – ହେମନ୍ତ କୁମାର ବରାଇ

(ରାଗ - ବସନ୍ତ) ଓପରୋଧ ଶ୍ରେଷ୍ଠ ମଣି କି ବିଶିଷ୍ଟ ପାଳକ ବୋଲାନ୍ତି ଶ୍ରେଷ୍ଠ, ଓର ଲଭି ଯେହୁ ମାନିବା ନ କହୁ ସମ୍ମାନ ହୁଏ ବିନଷ୍ଟ ॥୧ାା ଔଦାର୍ଯ୍ୟ ଗୁଣରେ ଦେବଗଣ ବୀରେ ସ୍ୱଭାବେ ଭାବ ସ୍ରୁଜନ୍ତି ଔଦ୍ଧତ୍ୟ କୁ ତ୍ୟାଗୀ ଭବେ ଅନୁରାଗୀ ଭାବରେ ଭାବ ବୁଝନ୍ତି ॥୨ାା ଓଜେଃ ଭାବଗ୍ରାହୀ- ବିଭବେ କି କହି ଭୂତି ବିଭୂତି ରେ ଯଶ, ଓଜସ୍ୱୀ ଗଣରେ ଗଣା ଗଣି ଯାରେ ବୋଲାନ୍ତି ଏଣୁ ତ୍ରିଦଶ ॥୩॥ ଔଚିତ୍ୟ ପଣରେ ଅବନୀ ସଙ୍ଗରେ ସର୍ବ ଦେବ ହୋଇ ମେଳ, ଓତପ୍ରୋତ ଦେବେ

ଅରୁକ୍ଷ କାବ୍ୟରୁ ଏ,ଐ ଚମ୍ପୁ – ହେମନ୍ତ କୁମାର ବରାଇ

(ରାଗ - କେଦାର) ଏକାଗ୍ରତା ଗେ, ଏ ପ୍ରସଙ୍ଗ ଭେଦିଲା ମରମ ରେ ॥ପଦ॥ ଏ କି କରୁଣ କାଳ ଆଗମ ରେ ଏକୀକରଣ ଉଦାସ ଭୀମ ରେ ॥୧॥ ଏଣୀ କି କଷଣ ନିଃସବ୍ଦ ଦମ ରେ ଏଣି କି ଗୋଚର ସିନା ସଂଯମ ରେ ॥୨॥ ଏକତା ନେଇ ଅଙ୍ଗର ଦମରେ ଏକ ତାପ ଏକଉଲ୍ଲାସେ ଦମ ରେ ॥୩॥ ଏକାଗ୍ରସ୍ତ ଦମ୍ଭ ସିନା ପରମ ରେ ଏକାଗ୍ର ସ୍ତବ ତବ ପରମ ରେ ॥୪॥ ଏକାନ୍ତ ବୀରସୁ ଏକି ଭ୍ରମ

କୌଶଲ୍ୟାଙ୍କ ଆଶୀର୍ବାଦ – ହେମନ୍ତ କୁମାର ବରାଇ

କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ "ନିଃସଙ୍ଗ ନିଶା" ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ହନୁମାନଙ୍କ ଅଯୋଧ୍ୟାବତରଣ ସମୟର କଥୋପକଥନ ବିଷୟବସ୍ତୁ ଉପରେ ପର୍ଯ୍ୟବ୍ୟସିତ । ବିଶେଷ କରି ଉର୍ମିଳା ତଥା ଅନ୍ୟାନ୍ୟ ଚରିତ୍ର ସହ ଆଲୋଚନାକୁ ନେଇ ରଚିତ କାବ୍ୟ " ନିଃସଙ୍ଗ ନିଶା" ରୁ ଏହି "କୌଶଲ୍ୟାଙ୍କ ଆଶୀର୍ବାଦ" ଶୀର୍ଷକ ପଦ୍ୟାଂଶଟି ଗୃହୀତ । ଦୟା ତୀର୍ଥ ଜଳେ ଶାନ୍ତି ସୁଧା ଫୁଲେ ସତ୍ୟର ପ୍ରଦୀପ ଜାଳି, କ୍ଷମା

କବି ହେମନ୍ତ କୁମାର ବରାଇଙ୍କ ଚମ୍ପୁ କାବ୍ୟ ‘ଅରୁକ୍ଷ’ – ‘ଇ’ ‘ଈ’ ‘ଉ’ ଓ ‘ଊ’

“ଅରୁକ୍ଷ” ଚମ୍ପୁ କାବ୍ୟ ରୁ ‘ଇ’ ଚମ୍ପୁ “ଇ” ରାଗ – କାମୋଦୀ ଇନ ବୋଲନ୍ତି ଆଦରେ ତୁମ୍ଭେ ସର୍ବଂସହା ॥ପଦ॥ ଇନ୍ଦ୍ରିୟଗମ୍ୟ ବାଣୀ ଅନ୍ତରିନ୍ଦ୍ରିୟେ ଆଣି ଅବଶ୍ୟ ଆଣେ କ୍ଷଣେ ସମ୍ବେଦନା ଇନ୍ଦ୍ର ତବ ଜଣାଣ ଦେଖିଲା ଯା ଈକ୍ଷଣ ତଥାପି ନହୁଅ ହେ ଆନମନା ॥୧॥ ଇଜ୍ୟା ତବ ସହନ ଇଜ୍ୟା ତ୍ୟାଗ ମହାନ ଇଜ୍ୟା ହୋଇଛି ବେନି ତବ ଦେହେ ଇଷ୍ଟ

କବି ହେମନ୍ତ କୁମାର ବରାଇଙ୍କ ଚମ୍ପୁ କାବ୍ୟ ‘ଅରୁକ୍ଷ’ – ‘ଅ’ ଓ ‘ଆ’

“ଅରୁକ୍ଷ” ଚମ୍ପୁ କାବ୍ୟ ରୁ ‘ଅ’ ଚମ୍ପୁ “ଅ” ରାଗ – ତୋଡ଼ି ଜଙ୍ଗଳା ଅଦ୍ରିରାଜ ରେ ହର ହରଷେ ଅଧିଷ୍ଠାନ (ପଦ) ଅକାତ ର ପ୍ରୀତିଧାରା ଅକାତରେ ବହେ ପରା ଅଗେ ଷଡ଼ଋତୁ ଅଧିଷ୍ଠାନ ॥୧॥ ଅଳି ନବପୁଷ୍ପେ ମିଳି ଅଳି ବିନା ରଚି କେଳି ଅତନୁ ପୀଡ଼ା ରଚେ ବହନ ॥୨॥ ଅପର୍ଣ୍ଣା ଯେ ନବବଧୁ ଅପଘନ ଚନ୍ଦ୍ର

ନୃଗ ରାଜନ ଶାପ ବିମୋଚନ – ଶିବ ପ୍ରସାଦ ବାହିନୀପତି

ଶିବ ପ୍ରସାଦ ବାହିନୀପତି ଭାଟପଡା, କଣାସ, ପୁରୀ ଦୂରଭାଷ: ୯୫୫୬୭୭୮୫୨୪ ଦିବାକରଙ୍କର ସୁତ ମନୁ ବୈବସ୍ଵତ ଦଶ ଗୋଟି ପୁତ୍ରଙ୍କର ଥିଲେ ସେହି ତାତ । ତାଙ୍କ ଔରସୁ ଜନ୍ମିତ ଇକ୍ଷ୍‌ୱାକୁ କୁମର ସୂର୍ୟ ବଂଶ ଆଦ୍ୟ ନୃପ ଜାଣେ ଏ ସଂସାର । ଇକ୍ଷ୍‌ୱାକୁ ବଂଶଜ ଥିଲେ ନୃଗ ନରାଧୀଶ ଅଜ୍ଞାତ ପାତକ ଫଳେ ହେଲେ କୃକଲାସ । ଦିନକ ଘଟଣା ଶୁଣ ଦେଇ ମନ କର୍ଣ୍ଣ ନୃଗ ଶାପ ବିମୋଚନ କରୁଛି ବର୍ଣ୍ଣନ । ଜାମ୍ବବତୀଙ୍କ ନନ୍ଦନ ସାମ୍ବ ଓ ପ୍ରଦ୍ୟୁମ୍ନ ଚାରୁଭାନୁ ଗଦାଦି