ପୁରାଣ କଥା – ମହାଭାରତର ଏକ ରୋଚକ ତଥ୍ୟ – ସନ୍ତୋଷ ପଟ୍ଟନାୟକ

ସନ୍ତୋଷ ପଟ୍ଟନାୟକ ତିରିଡା, ବେଗୁନିଆପଡା, ଗଞ୍ଜାମ ମହାଭାରତର ଅନେକ ରୋଚକ କଥା ରହିଛି । ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି । ଆଜି ସେମିତି ଗୋଟିଏ କଥା ଏଠି ଦର୍ଶାଉଛି ଯାହାକୁ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି । ହସ୍ତିନାପୁର ଯୁବରାଜ ତଥା ପଞ୍ଚୁ ପାଣ୍ଡବ ଓ ତାଙ୍କ ପତ୍ନୀ ଦ୍ରୌପଦୀଙ୍କ କଥାକୁ ନେଇ ମହାଭାରତ ଗତିଶୀଳ ହୋଇଥିବା ବେଳେ ସେମାନଙ୍କ ପ୍ରେମ କାହାଣୀକୁ ଅନେକ ରୋଚକ ଢଙ୍ଗରେ ବିଭିନ୍ନ

ପୟସ୍ଵିନୀ ଅଞ୍ଜନା – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ - ଏଫ୍ /୧୩, ସେକ୍ଟର - ୪ ରାଉରକେଲା, ଦୂରଭାଷ - ୭୯୭୮୧୯୨୨୨୭ ରାବଣକୁ ହତ                   କରି ରଘୁନାଥ            ବିଭୀଷଣେ ଲଙ୍କା ଦେଲେ ପ୍ରବୋଧିଲେ ଆଣି         ମନ୍ଦୋଦରୀ ରାଣୀ            ଅଭିଷେକ କଲା ବେଳେ । ମିତ୍ରଗଣେ ଧରି  

ନୃଗ ରାଜନ ଶାପ ବିମୋଚନ – ଶିବ ପ୍ରସାଦ ବାହିନୀପତି

ଶିବ ପ୍ରସାଦ ବାହିନୀପତି ଭାଟପଡା, କଣାସ, ପୁରୀ ଦୂରଭାଷ: ୯୫୫୬୭୭୮୫୨୪ ଦିବାକରଙ୍କର ସୁତ ମନୁ ବୈବସ୍ଵତ ଦଶ ଗୋଟି ପୁତ୍ରଙ୍କର ଥିଲେ ସେହି ତାତ । ତାଙ୍କ ଔରସୁ ଜନ୍ମିତ ଇକ୍ଷ୍‌ୱାକୁ କୁମର ସୂର୍ୟ ବଂଶ ଆଦ୍ୟ ନୃପ ଜାଣେ ଏ ସଂସାର । ଇକ୍ଷ୍‌ୱାକୁ ବଂଶଜ ଥିଲେ ନୃଗ ନରାଧୀଶ ଅଜ୍ଞାତ ପାତକ ଫଳେ ହେଲେ କୃକଲାସ । ଦିନକ ଘଟଣା ଶୁଣ ଦେଇ ମନ କର୍ଣ୍ଣ ନୃଗ ଶାପ ବିମୋଚନ କରୁଛି ବର୍ଣ୍ଣନ । ଜାମ୍ବବତୀଙ୍କ ନନ୍ଦନ ସାମ୍ବ ଓ ପ୍ରଦ୍ୟୁମ୍ନ ଚାରୁଭାନୁ ଗଦାଦି

ମନ୍ଥରାର ଅଭିମାନ

ପ୍ରସନ୍ନ କୁମାର ମାଦଳା ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା ଫୋନ୍- ୭୯୭୮୧୯୨୨୨୭ ଚଉଦ ବର୍ଷର ନିନ୍ଦା ଅପମାନ,ଅଯୋଧ୍ୟା ପ୍ରଜାଜନଙ୍କର ଉତ୍କଟ ଭର୍ତ୍ସନାରେ ମର୍ମାହତ ମନ୍ଥରାର କାଳଚକ୍ର ଅଟକି ରହିଥିଲା ଯେମିତି ଚଉଦ ଜନ୍ମ ଧରି । ନିର୍ନିମେଷ ଅନାଇ ରହିଥିଲା ରାମଙ୍କ ନଗର ପ୍ରତ୍ଯାବର୍ତ୍ତନକୁ। କଳହିନୀ କପଟୁଣୀ ଆଦି ଅଶ୍ରାବ୍ଯ କଟୂକ୍ତି, ନଗରବାସୀଙ୍କ ଘୃଣ୍ୟ କଟାକ୍ଷ ଓ ମିଥ୍ଯା ଦୋଷାରୋପରେ ଆହତ ପ୍ରାଣଟାକୁ ଅନଳରେ ଆହୁତି ନ ଦେଇ ସତେ ଯେପରି ଚାତକ

ରୁଦ୍ରାବତାର ହନୁମାନଙ୍କ ଜନ୍ମ ରହସ୍ୟ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଖୋରଧା ଜଳସେଚନ ବିଭାଜନ, ଖୋରଧା ପ୍ରଭୁ ହନୁମାନଙ୍କର ଜନ୍ମ କାହାଣୀରେ ଯେତିକି ଚମତକରିତା ରହିଛି ସେତିକି ମଧ୍ୟ ମଜାଦାର କଥା ରହିଛି । ରାମାୟଣ ଅନୁସାରେ ହନୁମାନଙ୍କର ପିତା କେଶରୀ ହେଉଛନ୍ତି ଦେବତାଙ୍କ ଗୁରୁ ବୃହଷ୍ପତିଙ୍କର ପୁତ୍ର । କେଶରୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନୀ ପୁତ୍ରଲାଭ ଇଛାରେ ମହାପ୍ରଭୁ ଶଙ୍କରଙ୍କ ଠାରୁ ଆଶୀର୍ବାଦ ଆଶାରେ ତାଙ୍କୁ ଧ୍ୟାନ କରିବାକୁ ଲାଗିଲେ । ମହାଦେବ

ଭୀମଙ୍କ ସମ୍ମୁଖରେ ହନୁମାନଙ୍କ ଭୈରବ ରୂପ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଖୋର୍ଦ୍ଧା ଜଳସଂପଦ ବିଭାଜନ, ଖୋର୍ଦ୍ଧା ଭୀମ ଓ ହନୁମାନ ପବନଙ୍କ ପୁତ୍ର ହୋଇଥିବାରୁ ସେ ଦୁହେଁ ଦୁଇଭାଇ ଅଟନ୍ତି । ପାଣ୍ଡବମାନେ ବନବାସରେ ଥିବା ସମୟରେ ଭୀମ ହିମାଳୟକୁ ଗମନ କରୁଥିବା ବେଳେ ଜଣେ ଦୁର୍ବଳ ବୃଦ୍ଧ ମାଙ୍କଡ ତାର ଲାଞ୍ଜକୁ ରାସ୍ତାର ଉପରେ ସଂପୂର୍ଣ୍ଣ ଲମ୍ବାଇ ବସି ରହିଛି । ଗୋଟିଏ ପ୍ରାଣୀର ଶରୀରକୁ ଡେଇଁ ଆଗକୁ ଯିବା ଠିକ ହେବନାହିଁ ଭାବି