କ୍ଷୁଦ୍ରଗଳ୍ପ – ଆମ ପ୍ରେମର ଭବିଷ୍ୟତ – ମନୋରମା ହାତୀ

ଭାବନା ଥିଲା ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ । ବଡ ଅଜବ ପ୍ରକାରର ଝିଅ ଥିଲା । ଯାହାର ନିତିଦିନିଆ ଜୀବନରେ ଅତୀତ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ପାଇଁ ଚିନ୍ତା ଥିଲା।ଟିକେ ସମୟ ମିଳିଲେ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ପଛାଏ ନାହିଁ।ଚିନ୍ତା ମାନେ !ପୂରାପୂରି ହଜିଯାଏ ।ମଜ୍ଜିଯାଏ ଯେମିତି।କେହି କୁଆଡେ ଆୱାଜ୍ ଦେଲେବି ଶୁଣାଯାଏନି । ତାର ଏ ଗୁଣଟା ପାଇଁ ତାର ପ୍ରେମିକ ହେମାନ କୁ

କ୍ଷୁଦ୍ରଗଳ୍ପ – ଗୃହଲକ୍ଷ୍ମୀ – ପରମିତା ମିଶ୍ର

ରୋଷେଇ ଘରର ଗରମ୍ ରେ ହାତରେ କରଚି ଧରି ଘଣ୍ଟା ଚାଲିଛି କିନ୍ତୁ କାନ ଟା ଅଛି ମଝି ଘରେ. ଶାଶୁ ପୁଅ କାନରେ କେଜାଣି କଣ ମନ୍ତ୍ର ପଢୁଛନ୍ତି. ରହି ରହି ଶୁଭୁଛି, "ହଇରେ ପୁଅ ସେ ପୁରୁଣା ଟଙ୍କା କଣ ଆଉ ଚଳୁନି,ପୁଣି ସେ ଏଟିଏମ ଆଗରେ ତ ଏଡେ ଲମ୍ବା ଲାଇନ।ଏବେ କ ଣ ଯେ କରିବା। ତ ପୁଅ ମୁରୁକି ହସା ଦେଇ କହିଲା

କ୍ଷୁଦ୍ରଗଳ୍ପ – ଏକ ଆଦର୍ଶ ସମାଜର ସ୍ୱପ୍ନ – ଶୁଭକାନ୍ତ ସାହୁ

ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ୍ ଦେଖାଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନା ଆଉକିଛି ? ତମର ଯେବେ ଇଛା ହେବ ଆସିବ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଯାଣିଛ କି ନାହିଁ? ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁନ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ

ଅଣୁଗଳ୍ପ – ଚୋର – ଶୁଭକାନ୍ତ ସାହୁ

ପିଲାଟି ଅତି କରୁଣ ଭାବେ ଅଫିସର୍ ଙ୍କ ମୁହଁକୁ ଚାହିଁ କହୁ ଥିଲା,”ସାର୍, ମୋତେ ଛାଡି ଦିଅନ୍ତୁ । ଚୋରି କରିବା ମୋର ଇଛା ନଥିଲା ମୁ ଅନେକ ଚେଷ୍ଟା କରିଛି ମୋ ଟିକି ଭଉଣୀ ପାଇଁ ପେଟକୁ ଶୁଖିଲା ରୁଟି ଖଣ୍ଡେ ଓ ଔଷଧ ଟିକେ ଯୋଗାଇବା ଦେବାକୁ କେତେ ବାବୁଙ୍କ ଗୋଡ ଧରି ନେହୁରା ହେଲି । ସମସ୍ତେ ପାଦରେ ଠେଲି ଦେଇ ଚାଲିଗଲେ । କେତେ

କ୍ଷୁଦ୍ରଗଳ୍ପ – ପୁଣିଥରେ ଫଗୁଣ ଫେରିଆସିଛି – ସିପ୍ରା ନମ୍ରତା

ଝରକା ଦେଇ ବାହାର କୁ ଚାହିଁଛି କଳିକା ।ଅନୁଭବ କରୁଛି ଆଜି ବଗିଚା ରେ କେତେ ରଙ୍ଗ ଫଗୁଣ ର ।ସୁମଧୁର କାକଳୀର କଳ ଗୁଞ୍ଜନ ରେ ମିଠା ଲାଗୁଛି ଅପରାହ୍ନ ର ସମୟ ।" ସତରେ ସୌରଭ ,ଏସବୁ ଅନୁଭଵ କେବଳ ତମରି ପାଇଁ "। ମନେ ମନେ କହିହେଉଥିଲା ସେ । ଗତକାଲି ଥିଲା ନର୍ସିଂ ଟ୍ରେନିଂ ର ଶେଷ ବର୍ଷ ର ଶେଷ ଦିନ ର

କ୍ଷୁଦ୍ରଗଳ୍ପ – ବଣମଲ୍ଲୀ ହଜିଗଲା – ଶୁଭାଶିଷ ସେଠୀ

ସୁଦୂର ନିଘଁଚ ବନାନୀ ମଧ୍ୟରେ ଗୋଟେ ଆଦିବାସୀ ଗାଁ । ନା ଜଗୁଲଗୁଡା । ଗାଁ ନାଁ ଟା ପାଇଛି ବନ ଦେବୀ ମା ଜଗୁଳିଶୁଣି ଙ୍କ ନାଁ ରେ । ଗାଁ ର ଲୋକେ ଜାଣନ୍ତି, ମା ସେଠାରେ ସାକ୍ଷାତ ବିଦ୍ୟମାନ।ଡାକି ଦେଲେ ଓ କରନ୍ତି । ସେଠାରେ ଆଉ ଗୋଟେ ବଡ ବିଶ୍ୱାସ ଲୋକ ଙ୍କ ମନରେ ଅଛି ଯେ,ମା ଥିବା ଯାଏ,ଆମ ଗାଁ କୁ କୌଣସି

କ୍ଷୁଦ୍ରଗଳ୍ପ – ଛୁଆଁ – ସିପ୍ରା ନମ୍ରତା

ସୁଲୁସୁଲିଆ ପବନ ର ଛୁଆଁ ରେ ଆଖି ପତା ଖୋଲିବାକୁ ଚେଷ୍ଟା କଲା ମାଧବୀ । ଓଃ ମୁଣ୍ଡ ଟା କଣ ହୋଇଯାଉଛି !!! ଚତୁଃପାଶ୍ୱର୍ରେ ଘନ ଲଟା ବୁଦା.... କେହି କୁଆଡେ ଦେଖାଯାଉ ନାହାନ୍ତି । ଦେହ ହାତ ଅବଶ ହୋଇଯାଉଛି । କିଛି ବୁଝିବା ପୂର୍ବରୁ ଚେତନା ହରାଇଲା ସେ । କେଇଘଣ୍ଟା ପରେ ମାଧବୀ ନିଜକୁ ଆବିଷ୍କାର କଲା ଏକ ଡାକ୍ତରଖାନା ରେ ।ନିଜର ଲୋକ

କ୍ଷୁଦ୍ରଗଳ୍ପ ‘ସ୍ମୃତି’ – ନରେଶ କୁମାର ବେହେରା

ସମୟର ତାଳେତାଳେ ସବୁକିଛି ପରିବର୍ତ୍ତନ ହୋଇପାରେ ସତ, କିନ୍ତୁ ମନ ମାନସରେ ଛାପିରହିଥିବା ସେ ଧୂଆଁଳିଆ, କଳା-ଧଳା ସ୍ମୃତିସବୁ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବଞ୍ଚିରହେ । ଆଜିକାଲିର ଅଶୁଦ୍ଧିତ ଖାଦ୍ୟ ଓ ଜଳବାୟୁରେ ହୁଏତ ସେ ସବୁ ଫିକା ପଡ଼ିଯାଏ, କିନ୍ତୁ ଲିଭି ନଥାଏ । ତୁମେ ତାହା କେବଳ ଟିକେ ସଫାକରି ଦେଖିବାକୁ ଚେଷ୍ଟା କରିପାରିଲେ ହେଲା । ସତରେ ବହୁତ ସୁନ୍ଦର ସେ ସବୁ ।

ଶାଗୁଣାର ହସ (ଦ୍ଵାଦଶ ଭାଗ) – ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ ସେବତୀ ସହ କାମିୟା ରାଓ କୋର୍ଟରେ ପହଞ୍ଚିବା ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ।ସେ ଟିମ୍ପା ରାମକୁ ଅଭିନୟ ବନ୍ଦ କରିବାକୁ କହିଲେ ।କିନ୍ତୁ ଏ କ'ଣ ...!ଟିମ୍ପା ରାମ୍ ର ଶରୀର ଯେ ନିଶ୍ଚଳ ହୋଇ ସାରିଥିଲା ।ତା'ର ଅଭିନୟ ସବୁ ଦିନ ପାଇଁ ଶେଷ ହୋଇଯାଇଥିଲା ।କବି ବାହୁବଳେନ୍ଦ୍ର ଖୁସୀରେ ମାତାଲ ହେଇଯାଉଥିଲା ।ଆଉ ଦିନା ଏବେ ବି ଟିମ୍ପା ରାମ୍ ଉପରେ ନିଶ୍ଚଳ ହୋଇ