ମାଟି ଶିଳ୍ପର ଗାଆଁ ବ୍ରାହ୍ମଣଡ଼ିହି

ବ୍ରାହ୍ମଣଡିହ ଗାଁ ର ମାଟିପାତ୍ର.. ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧୀନରେ ଏହି ଗ୍ରାମଟି ଅବସ୍ଥିତ । ଏହି ଗାଁ ର ଅଧିକାଂଶ ଅଧିବାସୀ କୁମ୍ଭାର ସଂପ୍ରଦାଯର । ମାଟିପାତ୍ର ନିର୍ମାଣର କଳାରେ ଏମାନେ ଖୁବ ନିପୁଣ । ଏହି ଶିଳ୍ପ କଳା ଅନେକଙ୍କର ଜୀବିକାର ମୁଖ୍ୟ ମାଧ୍ୟମ । ଆଞ୍ଚଳିକ ବଜାରରେ ଏଠାର ମାଟି ନିର୍ମିତ୍ତ ବସ୍ତୁ ଗୁଡିକର ଚାହିଦା ଖୁବ ବେଶୀ । ଏହାର ନିର୍ମାଣ ଶୈଳୀ

ବାଉଁଶରାଣୀ ଖେଳ

http://www.youtube.com/watch?v=OEWT7oxWYck ବାଉଁଶରାଣୀ ଖେଳ - ଏହା ଏକ ଦୁଃସାହାସିକ କ୍ରିଡା କୌଶଳ, ଏହାକୁ ବାଉଁଶରାଣୀ ନୃତ୍ୟ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ ଓଡିଶାର କିଛି ଅଞ୍ଚଳରେ ଏହି ନୃତ୍ୟ ପ୍ରଚଳିତ ଥିଲା । ଅଦ୍ୟାବଧି କାଁ ଭାଁ ଦେଖିବାକୁ ମିଳେ, କିଛି ସ୍ଵତନ୍ତ୍ର ସଂପ୍ରଦାଯର ଲୋକ ଏହି କଳା ନିପୁଣତାକୁ ନିଜର ଜୀବିକା ନିମନ୍ତେ ପ୍ରଦର୍ଶନ କରିଥାନ୍ତି । ଏହି ଦୃଶ୍ୟଟିରେ ଗୋଟିଏ ଛୋଟ ଶିଶୁର ଏହି କଳା ପ୍ରଦର୍ଶନ