କ୍ଷୁଦ୍ରଗଳ୍ପ – ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ – ନରେଶ କୁମାର ବେହେରା

ନରେଶ କୁମାର ବେହେରା (ଗଞ୍ଜାମର କବିତାଘର) ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ : ୭୮୦୯୮୭୨୪୮୩ ଟିକେ ଟିକେ ବର୍ଷା ଛାଡ଼ିଛି । ବାହାରକୁ ଯିବା ପାଇଁ ଇଚ୍ଛା ହେଉନଥିଲେ ବି କୌଣସି କାରଣବଶତଃ ଯିବାକୁ ବାଧ୍ୟ ହୋଇ ବାହାରିଲି ମୋ ବାଇକରେ । କଅଂଳିଆ ଖରା ପଡ଼ୁଥାଏ । ଆକାଶଟା ପୂରାପୂରି ନିର୍ମଳ ନଥିଲେ ବି ସୂର୍ଯ୍ୟର ପ୍ରକାଶରେ ଟିକେ ସଫା ଦେଖାଯାଉଥାଏ । ବର୍ଷା ଛାଡ଼ିଥିବା ଯୋଗୁଁ

ଅଣୁଗଳ୍ପ – ଅଟୋବାଲା – ପ୍ରସନ୍ନଜିତ ସାହୁ

ପ୍ରସନଜିତ ସାହୁ ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର ଦୂରଭାଷ - ୭୩୭୭୬୬୩୪୦୦ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ୧୮ତମ ରାଜଧାନୀ ପୁସ୍ତକ ମେଳା । ବିରାଜ ଫେରୁଥାଏ ପୁସ୍ତକ ମେଳାରୁ । ରାଜଧାନୀର ରାଜରାସ୍ତାରେ ଗାଡିମାନଙ୍କ ପେଁପାଁ ଗର୍ଜନ ଭିତରେ ବିରାଜ ଚାଲିଥାଏ ବାଣୀବିହାର ଛକ ଆଡକୁ । "ହେଲେ ସବୁ ଭିତରେ ଅଟୋ ଗୁଡା କୁଆଡେ ଗଲେ ଯେ", ମନେମନେ ପ୍ରଶ୍ନ କରୁଥାଏ ବିରାଜ । ଲିଫ୍ଟ ପାଇଁ ବହୁତ ଚେଷ୍ଟା କରୁଥାଏ ।

ମହାବାତ୍ୟା ୧୯୯୯ ର ଅନୁଭୂତି – ଅକ୍ଷୟ ଓଝା

ଅକ୍ଷୟ ଓଝା ୧୭୩୮/୪, ସି.ସି.ଏ. ସ୍କୁଲ ପାଖ ଗୁରୁଗାଓଁ, ହରିୟାଣା, ଦୂରଭାଷ: ୯୯୧୧୮୯୮୦୫୦ ମୁଁ ଦିଲ୍ଲୀ ରେ ଥାଏ । ସେଦିନ ୨୯ ଅକ୍ଟୋବର, ମୋ ବଡ଼ ପୁଅର ଜନ୍ମଦିନ ଥିଲା । ଜନ୍ମଦିନର ସାମାନ୍ୟ ପ୍ରସ୍ତୁତି ଚାଲିଥାଏ । ପଡ଼ୋଶୀ ଘର ପିଲାମାନେ ଘରେ ଏକତ୍ରିତ ହେଇଥାନ୍ତି । ହଠାତ ଟେଲିଭିଜନରେ ଘୋଷଣା କରାଗଲା ଯେ, ବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କରି ସାରିଛି । ସନ୍ଧ୍ୟା ୮:୪୦ ରେ ଓଡ଼ିଶାର ସମସ୍ତ

ଅଣ ଓଡିଆ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ମୋ ଭଳି ଝିଅଟେ କେବେ ପ୍ରେମ ବିବାହ କରିବ, ସେକଥା ଅନ୍ୟ କେହି ତ ଛାଡ ମୁଁ ନିଜେ ହିଁ ବିଶ୍ଵାସ କରିପାରୁନଥିଲି । ତେବେ କେମିତି କେଜାଣି ବିକ୍ରମଙ୍କ ପ୍ରସ୍ତାବକୁ ମନା କରିପାରିଲିନି, ବାପା ମତେ ସେ ସ୍ୱାଧୀନତା ଦେଇଥିଲେ କିନ୍ତୁ ମୋ ମାଆ ଟିକେ ଅମଙ୍ଗ ହେଉଥିଲେ । ତା'ର ବି କାରଣ ଅଛି ମୁଁ ଓଡିଆ ସାରସ୍ଵତ ବ୍ରାହ୍ମଣ ଘରର

ଆତ୍ମ ସନ୍ତୋଷ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ଲେଖିବାର ଇଛା ଯଦିଓ ବହୁତ ଆଗରୁ ଥିଲା କିନ୍ତୁ ଲୋକା ଅବଲୋକନ ବହୁତ ପରେ ହେଲା । ପ୍ରଥମେ ନିଜ ଲେଖାକୁ ନିଜେ ପଢି ତାକୁ ଡାଏରୀରେ ସାଇତି ରଖିଦେଉଥିଲି ବା କାହା ଦୃଷ୍ଟିକୁ ଆସିବା ଭୟରେ ତା'ର ସଂସ୍କାର କରି ଦେଉଥିଲି । କିନ୍ତୁ ସମୟ କ୍ରମେ କିଛି ସାହାସ ଏବଂ ସ୍ଵାମୀଙ୍କ ପ୍ରୋସ୍ଚାହନ ପାଇ ସାହାସ କଲି କେଉଁଠି ପ୍ରକାଶ କରିବା

ସେଦିନର ଅଭୂଲା ମୂହୁର୍ତ୍ତ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଖୋରଧା, ଦୂରଭାଷ : ୯୪୩୭୧୮୩୯୩୭ (ସତ୍ୟ ଅନୁଭୂତିର ଏକ ବାସ୍ତବ ପରିପ୍ରକାଶ ଏହି ଅଣୁଗଳ୍ପରେ.. ଏକ ବିଶେଷ ମୂହୁର୍ତ୍ତ, ଯାହାକି ଗୋପନୀୟ) ଶିବୁ ଆଜି ୧୩ ବର୍ଷରେ ପଦାର୍ପଣ କଲାଣି । ଭାରି ଉଦାରିଆ, ଶାନ୍ତ ଆଉ ସରଳ ପିଲାଟିଏ । ତାର ପ୍ରତିଟି କାମ ଭାରି ଗଠନ ମୂଳକ । ତା କଥା ବେଳେ ବେଳେ ଭାବିଲେ ମତେ ଭାରି ଆଶ୍ଚର୍ଯ୍ୟ ଲାଗେ । କେଡେ ନିର୍ଦ୍ଦୟ ତାର ବାପା

ସାପ ଓ ବିସ୍ତାପ

ପ୍ରସନ୍ନ କୁମାର ମାଦଳା ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା ଫୋନ୍- ୭୯୭୮୧୯୨୨୨୭ ବୟସରେ ଟିକେ ସାନ ବୋଲି ମୋ ଉପର ଭାଇ ମୋତେ କେବେ ସାଙ୍ଗ କରନ୍ତିନି ଖେଳ କୁଦରେ କି ଦୂର ତୋଟାମାଳ ଆଉ ନଈ ବନ୍ଧର ସାହସିକ ଯାତ୍ରାରେ । ଧାନ ମନ୍ଥା ବେଳେ ଶୀତ ଦିନେ ଖଳାର ପାଳ ଗଦା କୁଡିଆ ଭିତରେ ଶୋଇବାର ମଜାଦାର ଅନୁଭବରୁ ବି ମୋତେ ବଂଚିତ ରହିବାକୁ ହୁଏ । ରାତିରେ କୁଆଡେ ଭୁତ ଉତ୍ପାତ

ଅନୁଭୂତି

ପ୍ରସନ୍ନ କୁମାର ମାଦଳା ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା ଫୋନ୍- ୭୯୭୮୧୯୨୨୨୭ ସେଦିନର ତିକ୍ତ ଅନୁଭୂତି ଆଜି ଯାଏଁ ମନେଅଛି, ଚେଷ୍ଟା କଲେ ବି ଭୁଲି ପାରିନି ମୁଁ । ଏକାବେଳକେ ଛାଡି ଦେଲି ଜ୍ଯୋତିଷବିଦ୍ଯା ଯାହା ସବୁ ଶିଖିଥିଲି ଅଳ୍ପ ବୟସରୁ । ଶପଥ କରିନେଲି କି ଜୀବନରେ ଆଉ କେବେ କାହାର ହାତ ଦେଖିବିନି କି କୋଷ୍ଠି ବିଚାର କରିବିନି, ଅନ୍ତତଃ ନିଜ ଜଣାଶୁଣା ଆତ୍ମିୟ ସ୍ବଜନଙ୍କର । ଘଟଣାଟି ବେଶ୍ ପ୍ରଭାବିତ