ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > Need any query ? Feel free to write us

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ଏକ ନିଆରା ଅଭିଯାନ । ଏହା ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ମତାମତ, ସମସ୍ୟା ସମ୍ପର୍କିତ ପ୍ରଶ୍ନ କିମ୍ବା ସାହାଯ୍ୟ, ଏହି ଅଭିଯାନ ସମ୍ପର୍କିତ କୌଣସି ଅଭିମତ ଦେବାକୁ ଚାହୁଁଥିଲେ ନିମ୍ନ ପ୍ରଦତ୍ତ ଇ-ମେଲ କିମ୍ବା ହ୍ଵାଟସଆପ ମାଧ୍ୟମରେ ପ୍ରଦାନ କରନ୍ତୁ । ଆପଣଙ୍କ ସନ୍ଦେଶ ସହିତ ନିଜର ନାମ ଓ ଠିକଣା ଲେଖିବାକୁ ଭୁଲନ୍ତୁ ନାହିଁ । ସମସ୍ୟା ଗୁଡିକୁ ଆମେ ସୁଧାରିବାକୁ ଚେଷ୍ଟା କରିଥାଉ । କିଭଳି ସହଜରେ ଏହି ୱେବପୋର୍ଟାଲକୁ ପଢି ପାରିବେ ଏବଂ ନିଜର ଲେଖା ଯୋଗ କରିପାରିବେ ସେ ଦିଗରେ ବଣମଲ୍ଲୀର ମହକ ପରିବାର ସର୍ବଦା ଯତ୍ନଶୀଳ ଅଟେ । ଏହାଛଡା ଆପଣଙ୍କ ସ୍ଵତନ୍ତ୍ର ଅଭିମତ ଗୁଡିକୁ ଏହି ୱେବପୋର୍ଟାଲ ଟେଷ୍ଟିମୋନିଆଲରେ ଉପସ୍ଥାପିତ କରିଥାଉ ।


WhatsApp : 9861616126
Email : emagazine@banamalli.org


ବଣମଲ୍ଲୀର ମହକ logo_bmm Need any query ? Feel free to write us

ପାଠକୀୟ ବାର୍ତ୍ତା

Top