ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > ଆମକୁ ସମ୍ପର୍କ କରନ୍ତୁ

ପ୍ରିୟ ସାରସ୍ଵତ ସାଧକ/ସାଧିକା
ଓଡିଆ ସାହିତ୍ୟ ଓ ସଂସ୍କୃତିର ନିରଳସ ନୀରବ ସାଧକ ପଣରେ ଆପଣ ନିଜେ ନିଜର ପରିଚୟ । ସ୍ଵକୀୟ ପ୍ରତିଭାରେ ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ଵ ଆପଣ । ଆପଣଙ୍କ ଐକାନ୍ତିକ ନିଷ୍ଠା, ଆନ୍ତରିକତା, ନିଃସ୍ଵାର୍ଥପର ସେବା ଓ ନିରଳସ ସାଧନା ଆପଣଙ୍କ ସଫଳତାର ମୂଳମନ୍ତ୍ର । ଆପଣଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ବଣମଲ୍ଲୀର ମହକ ଆପଣଙ୍କ କର କମଳରେ ଅର୍ପିତ ଏକ ସ୍ଵତନ୍ତ୍ର ଉପହାର । ନିଶ୍ଚୟ ଏହି ଉପହାରଟିକୁ ସାଇତି ରଖିବେ ।


ଆପଣଙ୍କ ବଣମଲ୍ଲୀ ପ୍ରୋଫାଇଲରେ କିଛି ପରିବର୍ତ୍ତନ ଚାହୁଁଛନ୍ତିକି ? ଆମକୁ ନିମ୍ନ ପ୍ରଦତ୍ତ ଇ-ମେଲ ଠିକଣା କିମ୍ବା ହ୍ଵାଟସାପ ନମ୍ବରରେ ଯୋଗାଯୋଗ କରନ୍ତୁ । ଆପଣଙ୍କର ପରିବର୍ତ୍ତିତ ତଥ୍ୟ ଯଥା ନିଜ ଠିକଣା ତଥା ସାହିତ୍ୟିକ ଜୀବନର ସୂଚନା ଆଦି ଆମ ଇ-ମେଲ ମାଧ୍ୟମରେ ପ୍ରଦାନ କରନ୍ତୁ । ୨୪ ଘଣ୍ଟା ମଧ୍ୟରେ ଆପଣ ନିଜର ପରିବର୍ତ୍ତିତ ପ୍ରୋଫାଇଲ ଦେଖିପାରିବେ ।


Email: emagazinebanamalli@gmail.com
WhatsApp: 9861616126

Top