ବ୍ୟଥା ଅଟେ ସେ କବିତା – ମାନସ ରଞ୍ଜନ ପଟ୍ଟନାୟକ

କାହାକୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ଏହି କବିତା ରଚନା କରାଯାଇ ନାହିଁ । ଛନ୍ଦବଦ୍ଧ ଓ ରାଗଯୁକ୍ତ ଅର୍ଥାତ ରୀତିଯୁଗୀୟ ଛନ୍ଦ କବିତାଠାରୁ ସଂପୂର୍ଣ୍ଣ ଦୂରେଇ ଯାଉଥିବା କବିକୁଳଙ୍କୁ ସଚେତନ କରିବାର ଲକ୍ଷ୍ୟରେ ଏହି କବିତାର ସୃଷ୍ଟି । ଦୟାକରି କେହି ଦେହକୁ ନେବେନାହିଁ । କବିତାର ଶୀର୍ଷକ - ବ୍ୟଥା ଅଟେ ସେ କବିତା ରଚନା ଓ ଆବୃତ୍ତି - ମାନସ ରଞ୍ଜନ ପଟ୍ଟନାୟକ ସମ୍ପାଦକ - ମାଟିର ମହକ, ସାକ୍ଷୀଗୋପାଳ, ପୁରୀ

ତପସ୍ଵିନୀ ଦାଶ

ସ୍ଥାୟୀ ଠିକଣା ବୁଢିଖମାରୀ ଶାସନ, ଭଞ୍ଜପୁର, ବାରିପଦା ଜନ୍ମସ୍ଥାନ କେନ୍ଦୁମୁଣ୍ଡି, ବମ୍ବେଛକ, ମୟୂରଭଞ୍ଜ ସ୍ନାତକ ଶିକ୍ଷା କରୁଥିବା ସମୟରେ ୧୯୮୫ ମସିହାରୁ ଆରମ୍ଭ ହୁଏ ଶ୍ରୀମତୀ ତପସ୍ଵିନୀ ଦାଶଙ୍କ ସାରସ୍ଵତ ଯାତ୍ରା । ତାଙ୍କ ଜୀବନରେ ସାରସ୍ଵତ ପ୍ରେରଣାର ପ୍ରାଥମିକ ଉତ୍ସ ଥିଲେ ତାଙ୍କ ସାଙ୍ଗ ତଥା ଭାଇ ଜ୍ୟୋତିର୍ବିଦ ହେମନ୍ତ ଦାଶ ଏବଂ ସ୍ଵାମୀ ସଚ୍ଚିଦାନନ୍ଦ କର । ଅଦ୍ୟାବଧି ଓଡିଶାର ସଂଖ୍ୟାଧିକ ପତ୍ରପତ୍ରିକା ଗୁଡିକ ଯଥା - ମୟୂରାକ୍ଷୀ, ପୁନଶ୍ଚ ଉତ୍କଳ ପ୍ରଭା,

ପ୍ରଶାନ୍ତ କୁମାର ସାହୁ

ଗ୍ରାମ- ଛତ୍ରଗଡ, ପୋ- ଏନ.ବି.ଚିଲିକା ଥା- ବାଲୁଗାଁ, ଜିଲ୍ଲା- ଖୋରଧା ଦୂରଭାଷ : ୯୯୩୭୩୦୦୪୧୨ ଗତ ଦୁଇବର୍ଷ ହେଲା ଜୀବନର ଅନେକ ଭାବନା ଓ ଅନୁଭବକୁ ନେଇ ତାଙ୍କ ସାରସ୍ଵତ ଲେଖନୀ ଚଳ ଚଞ୍ଚଳ । ବାସ୍ତବତା ଓ ଜୀବନ ଦର୍ଶନରେ ପରିପୂର୍ଣ୍ଣ ତାଙ୍କର ପ୍ରତ୍ୟେକ ସୃଷ୍ଟି ଗୁଡିକ ଯେକୌଣସି ପାଠକ ମନରେ ଚେତନାର ଉଦ୍ରେକ ଘଟାଇଥାଏ । ସମାଜର ନିଛକ ପ୍ରତିଛବିକୁ ଖୁବ ସୁନ୍ଦର ଭାବେ ସେ ସଜେଇ ପାରନ୍ତି ତାଙ୍କ ଗଳ୍ପ

ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ ରଣପୁର, ନୟାଗଡ ୨୦୧୪ ମସିହାରୁ ଆରମ୍ଭ ହୁଏ କବିତା ଲେଖିବାର ନିଆରା ସଉକ । ଶିକ୍ଷକତା ଜୀବନ ଭିତରେ ନିଜର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେବେ କେବେ କବିତା ଲେଖି ଆବୃତ୍ତି କରିବାର ସୁଯୋଗରେ ସୃଷ୍ଟି ହୁଏ ଉତ୍ସ।ହ ଉଦ୍ଦୀପନା । ମିଳେ ଅନେକ ପ୍ରଶଂସା । ନିଜ ସୃଜନୀର ଗତିଶୀଳ ମୂହୁର୍ତ୍ତକୁ ଅଟକେଇବାକୁ ଚେଷ୍ଟା କରି ନାହାଁନ୍ତି ପ୍ରୀତିପ୍ରିୟା । ସେବେଠୁ ଚାଲିଛି ତାଙ୍କ କବିତ୍ଵର

ସନ୍ତୋଷ କୁମାର ମହାନ୍ତି

ବ୍ୟଙ୍ଗାତ୍ମକ କବି ନାମ - ମହାଗାଲୁଆ ସନୁ ଗୁଣପୁର, ରାୟଗଡା ଦୂରଭାଷ : ୯୪୩୯୧୫୭୧୮୮ ପ୍ରଭୁ ଶ୍ରୀ ବାଲାଜୀ ଦେବଙ୍କ ଅଶେଷ କୃପାରୁ ଖୁବ ଚଳଚଞ୍ଚଳ ଏହି କବିର ଜୀବନ । ଅନେକ ବର୍ଷ ତଳେ ହଠାତ ବହି ପଢିବାର ନିଶାରେ ହାତରେ ପଡିଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" । କିଛି ବୁଝିବା କି ଶିଖିବା ଆଗରୁ ଶ୍ରୀ ମହାନ୍ତି ଖୁବ ଆକୃଷ୍ଟ ହୋଇଥିଲେ କବି ସମ୍ରାଟଙ୍କ ଆଡକୁ

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର ଦୂରଭାଷ : ୮୩୧୦୩୨୮୩୪୫ ପିଲାଟି ବେଳରୁ ସାହିତ୍ୟ ପ୍ରତି ତାଙ୍କର ରୁଚି ରହିଛି । କଲେଜରେ ପଢ଼ୁଥିବା ସମୟରେ ଖବରକାଗଜ ପଢୁପଢୁ ହଠାତ ତାଙ୍କ ମନରେ ଆଗ୍ରହ ଜନ୍ମିଥିଲା କିଛି ଲେଖିବା ପାଇଁ । ଯେତେବେଳେ ଶ୍ରାବଣ ତା'ର ବରଷା ଧାରାରେ ସବୁଜ ବନାନୀ ସୃଷ୍ଟି କରିସାରିଥିଲା, ସେତେବେଳେ ତା'କୁ ବର୍ଣ୍ଣନା କରି ସେ ଲେଖିଥିଲେ ଏକ ଶିଶୁ କବିତା 'ଶ୍ରାବଣ ଆସିଛି ମାଡି' ଯାହା ଧରିତ୍ରୀ ଦୈନିକ

ପ୍ରଣତୀ ମହାପାତ୍ର

ଫକୀରମୋହନ ନଗର ଆଇ.ଟି.ଆଇ. ଛକ, ବାଲେଶ୍ଵର ଦୂରଭାଷ : ୮୯୮୪୯୬୫୦୬୭ ଏକାଧାରାରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ, କବୟତ୍ରୀ, ଗାଳ୍ପିକା, ଔପନ୍ୟାସିକା ତଥା ନାଟ୍ୟକାର ହିସାବରେ ସେ ଜଣାଶୁଣା । ୧୯୯୨ ମସିହାରୁ ସାହିତ୍ୟ କ୍ଷେତ୍ରରେ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀମତୀ ମହାପାତ୍ର ସ୍ଵାମୀଙ୍କ ପ୍ରେରଣା ତଥା ବନ୍ଧୁ ମାନଙ୍କ ସ୍ନେହ ସଦିଛାରୁ ଅଦ୍ୟାବଧି ଲେଖି ଚାଲିଛନ୍ତି । ହ୍ଵାଟସଆପ, ଫେସବୁକ ଆଦି ସୋସିଆଲ ମିଡିଆରେ ଦୈନିକ ଲେଖାଲେଖି କରି ସମସ୍ତ ପାଠକ ପାଠିକା ମାନଙ୍କ

ସିଦ୍ଧେଶ୍ଵର ତ୍ରିପାଠୀ

କୁଣ୍ଡିଲୋ, କେରଙ୍ଗ, ଖୋରଧା ଦୂରଭାଷ : ୮୦୧୮୬୪୬୭୦୪ ଯୁବକବି ହିସାବରେ ବେଶ ଜଣାଶୁଣା । ସାହିତ୍ୟ ପ୍ରତି ତାଙ୍କ ହୃଦୟରେ ଥିବା ଅମଳିନ ଓ ଅବର୍ଣ୍ଣନୀୟ ଭଲପାଇବା ତାଙ୍କ ପ୍ରତିଷ୍ଠାର ମୂଳ ଉତ୍ସ । ତାଙ୍କ ଚାଲିରେ ସାହିତ୍ୟ, କଥାରେ ସାହିତ୍ୟ, ଜୀବନରେ ସାହିତ୍ୟ, ସୃଷ୍ଟିରେ ସାହିତ୍ୟ ଏପରିକି ତାଙ୍କ ରକ୍ତରେ ବି ସାହିତ୍ୟ । କବି ପିତା ହରିହର ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ସାହିତ୍ୟର ପୂଜାରୀ । ପିଲାବେଳେ ପିତାଙ୍କ ଭଙ୍ଗା