ଶ୍ରୀମତୀ ମିନାକ୍ଷୀ ପାଢୀଙ୍କୁ “ଗଳ୍ପ ପ୍ରତିଭା ସମ୍ମାନ – ୨୦୧୮” ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କୁ “ପ୍ରବନ୍ଧ ପ୍ରତିଭା ସମ୍ମାନ – ୨୦୧୮” ପ୍ରଦାନ ନିମନ୍ତେ ବଣମଲ୍ଲୀର ମହକ ପରିବାର ତରଫରୁ ଘୋଷଣା

ବଣମଲ୍ଲୀର ମହକ banamalli_ghosana ଶ୍ରୀମତୀ ମିନାକ୍ଷୀ ପାଢୀଙ୍କୁ "ଗଳ୍ପ ପ୍ରତିଭା ସମ୍ମାନ - ୨୦୧୮" ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କୁ "ପ୍ରବନ୍ଧ ପ୍ରତିଭା ସମ୍ମାନ - ୨୦୧୮" ପ୍ରଦାନ ନିମନ୍ତେ ବଣମଲ୍ଲୀର ମହକ ପରିବାର ତରଫରୁ ଘୋଷଣା

ଉତ୍କଳ ଦିବସ ୨୦୧୮ ଉପଲକ୍ଷେ “ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗୀତା” ପାଇଁ “ସ୍ମୃତି” ଉପରେ ଏକ କ୍ଷୁଦ୍ରଗଳ୍ପ ଏବଂ ଉତ୍କଳ ଦିବସ/ଆମ ଭାଷା ଆମ ସାହିତ୍ୟ” ବିଷୟ ଉପରେ ଏକ ପ୍ରବନ୍ଧ ବଣମଲ୍ଲୀର ମହକ ଅନୁଷ୍ଠାନ ତରଫରୁ ଆହ୍ଵାନ କରାଯାଇଥିଲା । ଉକ୍ତ ପ୍ରତିଯୋଗୀତାରେ ଚିକିଟି ଗ୍ରାମର ଶ୍ରୀମତୀ ମିନାକ୍ଷୀ ପାଢୀଙ୍କ ରଚିତ ଗଳ୍ପ “ଏଡିକି ଏଡିକି ଲାଭ” ଶ୍ରେଷ୍ଠ ଗଳ୍ପ ବିବେଚିତ ହୋଇଥିବା ବେଳେ ପ୍ରବନ୍ଧରେ ଶ୍ରୀ ନୃସିଂହ ଚରଣ ବେହେରାଙ୍କ “ଉତ୍କଳ ଦିବସ” ଶ୍ରେଷ୍ଠ ପ୍ରବନ୍ଧ ରୂପେ ବିବେଚିତ ହୋଇଅଛି ।

ଶ୍ରୀମତୀ ମିନାକ୍ଷୀ ପାଢୀଙ୍କୁ “ଗଳ୍ପ ପ୍ରତିଭା ସମ୍ମାନ – ୨୦୧୮” ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କୁ “ପ୍ରବନ୍ଧ ପ୍ରତିଭା ସମ୍ମାନ – ୨୦୧୮” ପ୍ରଦାନ ନିମନ୍ତେ ବଣମଲ୍ଲୀର ମହକ ପରିବାର ତରଫରୁ ଘୋଷଣା କରାଯାଇଅଛି । ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ପ୍ରଗତି ନିମନ୍ତେ ଆଗାମୀ ଦିନରେ ହେବାକୁ ଥିବା ଅନେକ ସାହିତ୍ୟଭିତ୍ତିକ ପ୍ରତିଯୋଗୀତା ଏବଂ କାର୍ଯ୍ୟକ୍ରମରେ ଭାଗନେବାକୁ ସାରସ୍ଵତ ସ୍ରଷ୍ଟା ମାନଙ୍କୁ ଆହ୍ଵାନ କରାଯାଉଅଛି ।

2 thoughts on “ଶ୍ରୀମତୀ ମିନାକ୍ଷୀ ପାଢୀଙ୍କୁ “ଗଳ୍ପ ପ୍ରତିଭା ସମ୍ମାନ – ୨୦୧୮” ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କୁ “ପ୍ରବନ୍ଧ ପ୍ରତିଭା ସମ୍ମାନ – ୨୦୧୮” ପ୍ରଦାନ ନିମନ୍ତେ ବଣମଲ୍ଲୀର ମହକ ପରିବାର ତରଫରୁ ଘୋଷଣା

  1. ଅଭିନନ୍ଦନ ବହୁତ

ମନ୍ତବ୍ୟ ରଖନ୍ତୁ..