ବ୍ୟଥା ଅଟେ ସେ କବିତା – ମାନସ ରଞ୍ଜନ ପଟ୍ଟନାୟକ

କାହାକୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ଏହି କବିତା ରଚନା କରାଯାଇ ନାହିଁ । ଛନ୍ଦବଦ୍ଧ ଓ ରାଗଯୁକ୍ତ ଅର୍ଥାତ ରୀତିଯୁଗୀୟ ଛନ୍ଦ କବିତାଠାରୁ ସଂପୂର୍ଣ୍ଣ ଦୂରେଇ ଯାଉଥିବା କବିକୁଳଙ୍କୁ ସଚେତନ କରିବାର ଲକ୍ଷ୍ୟରେ ଏହି କବିତାର ସୃଷ୍ଟି । ଦୟାକରି କେହି ଦେହକୁ ନେବେନାହିଁ ।


କବିତାର ଶୀର୍ଷକ – ବ୍ୟଥା ଅଟେ ସେ କବିତା
ରଚନା ଓ ଆବୃତ୍ତି – ମାନସ ରଞ୍ଜନ ପଟ୍ଟନାୟକ
ସମ୍ପାଦକ – ମାଟିର ମହକ, ସାକ୍ଷୀଗୋପାଳ, ପୁରୀ

ମନ୍ତବ୍ୟ ରଖନ୍ତୁ