ମଙ୍ଗଳାଯୋଡିରେ ଦଣ୍ଡ ଉତ୍ସବର ମାହୋଲ : ଭକ୍ତି ଓ ଆଧ୍ୟାତ୍ମିକ ଭାବଧାରାରେ ସମଗ୍ର ଗ୍ରାମବାସୀ

ବଣମଲ୍ଲୀର ମହକ dm1 ମଙ୍ଗଳାଯୋଡିରେ ଦଣ୍ଡ ଉତ୍ସବର ମାହୋଲ : ଭକ୍ତି ଓ ଆଧ୍ୟାତ୍ମିକ ଭାବଧାରାରେ ସମଗ୍ର ଗ୍ରାମବାସୀ    ବଣମଲ୍ଲୀର ମହକ dm2 ମଙ୍ଗଳାଯୋଡିରେ ଦଣ୍ଡ ଉତ୍ସବର ମାହୋଲ : ଭକ୍ତି ଓ ଆଧ୍ୟାତ୍ମିକ ଭାବଧାରାରେ ସମଗ୍ର ଗ୍ରାମବାସୀ
ଖୋରଧା ଜିଲ୍ଲା ଅଧୀନରେ ଅବସ୍ଥିତ ମଙ୍ଗଳାଯୋଡି । ଆନ୍ତର୍ଜାତୀୟ ପକ୍ଷୀ ଅଭୟାରଣ୍ୟ ଭାବେ ବିଶ୍ଵ ମାନଚିତ୍ରରେ ପରିଚିତ ଏହି ଗାଁ । ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଉତ୍ତର-ପୂର୍ବ ଉପକୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୂପେ ପରିଚିତ ଏହି ସ୍ଥାନଟି । ଐତିହ୍ୟ ସମ୍ପର୍ଣ୍ଣ ଗାଁ ମଙ୍ଗଳଯୋଡିର ଆଧ୍ୟାତ୍ମିକ ପରମ୍ପରାକୁ ଅବଲୋକନ କଲେ ବାରି ହୋଇପଡେ ଏହାର ସରଳ ଅଧିବାସୀ ମାନଙ୍କର ଜୀବନ ଶୈଳୀ । ଖୁବ ବିରଳ ଏହାର ପ୍ରଥା, ପରମ୍ପରା ଓ ଧର୍ମ ବିଶ୍ଵାସ । ଏଠାର ଦଣ୍ଡ ସଂସ୍କୃତି ଟିକେ ନିଆରା । ବଣମଲ୍ଲୀର ମହକ କ୍ୟାମେରାରେ ଉତ୍ତୋଳିତ କିଛି ମୂହୁର୍ତ୍ତର ଦୃଶ୍ୟ ।

ମନ୍ତବ୍ୟ ରଖନ୍ତୁ..