ଡକ୍ଟର ଲକ୍ଷ୍ମଣ ସାହୁ

ବଣମଲ୍ଲୀର ମହକ laxman-sahoo ଡକ୍ଟର ଲକ୍ଷ୍ମଣ ସାହୁ

ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ,
ଦୂରଭାଷ : ୯୪୩୭୭୪୦୨୮୦


ଶ୍ରୀଯୁକ୍ତ ସାହୁ ଜଣେ ସୁସାହିତ୍ୟିକ, କବି ତଥା ପ୍ରାବନ୍ଧିକ ଭାବେ ଓଡିଆ ସାହିତ୍ୟ ଜଗତରେ ସୁପରିଚିତ । ଖବର କାଗଜର ଜଣେ ବରିଷ୍ଠ ସ୍ତମ୍ଭ ଲେଖକ ହିସାବରେ ସେ ସୁନାମ ଅର୍ଜନ କରିପାରିଛନ୍ତି । ଅଧୁନା କଟକର ମହାନଦୀ ବିହାର ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗରେ ଅଧ୍ୟାପନା ବୃତ୍ତିରେ ନିଯୋଜିତ ରହି ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ତାଙ୍କ ନିରଳସ ସାଧନା ଜାରି ରଖିଛନ୍ତି ।


ତାଙ୍କର ଲେଖା ଗୁଡିକ ପଢନ୍ତୁ