ଇଂ ଦୀପ୍ତି ରଞ୍ଜନ ପଣ୍ଡା

ବଣମଲ୍ଲୀର ମହକ dipti ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଆଇଗିଣିଆ, ଭୁବନେଶ୍ଵର,
ଦୂରଭାଷ : ୯୪୩୭୦୮୧୩୩୩


ଓଡିଆ ସାହିତ୍ୟ ଜଗତର ଅମ୍ଳାନ ପ୍ରତିଭା । ଶ୍ରୀଜଗନ୍ନାଥ, ଶ୍ରୀସାଇ ତଥା ପୁରାଣ ସମ୍ପର୍କିତ ଅନେକ ପୁସ୍ତକ, ଭକ୍ତି କବିତା ସଂକଳନ, ସଂକ୍ଷିପ୍ତ ରାମାୟଣ ଓ ସଂକ୍ଷିପ୍ତ ମହାଭାରତ ଭଳି ପୁସ୍ତକ ରଚନା କରି ଓଡିଆ ସାହିତ୍ୟ ଜଗତରେ ଜଣେ ଆଧ୍ୟାତ୍ମିକ ସ୍ରଷ୍ଟା ଭାବରେ ବେଶ ସୁପରିଚିତ । ପେଷାରେ ଜଣେ ଯନ୍ତ୍ରୀ ହୋଇ ମଧ୍ୟ ସାହିତ୍ୟର ନିଶାକୁ ସେ ଭୁଲି ପାରି ନାହାଁନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ତଥ୍ୟ ସମ୍ବଳିତ ଅନେକ ପୁସ୍ତକ ରଚନା କରି ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ସେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ।


ତାଙ୍କର ଲେଖା ଗୁଡିକ ପଢନ୍ତୁ