ରାଷ୍ଟ୍ରଦୀପର ବିଷୁବ ମିଳନ ଓ ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ “କାନୀନ କୁମର” ଉନ୍ମୋଚିତ

ବଣମଲ୍ଲୀର ମହକ news2 ରାଷ୍ଟ୍ରଦୀପର ବିଷୁବ ମିଳନ ଓ ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ "କାନୀନ କୁମର" ଉନ୍ମୋଚିତ

ଦାମନଯୋଡି, କୋରାପୁଟରେ ରାଷ୍ଟ୍ରଦୀପର ବିଷୁବ ମିଳନ ଓ ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ “କାନୀନ କୁମର” ଉନ୍ମୋଚିତ ହୋଇଯାଇଛି । ଶ୍ରୀଯୁକ୍ତ ବରାଇ ଏହି କାବ୍ୟର ଆଦ୍ୟରୁ ପ୍ରାନ୍ତ ସମ୍ପୁର୍ଣ୍ଣ ‘କ’ ଅନୁପ୍ରାସରେ ରଚିତ ।

ମନ୍ତବ୍ୟ ରଖନ୍ତୁ..