ନିରଞ୍ଜନ ପଣ୍ଡା

ବଣମଲ୍ଲୀର ମହକ Niranjan-Panda ନିରଞ୍ଜନ ପଣ୍ଡା

ଗ୍ରାମ : ପୁରଣ ପଧାନ, ପୋ : ଶିଶିଲୋ, ବାଳକାଟି, ଖୋର୍ଦ୍ଧା,
ଦୂରଭାଷ : ୮୦୯୩୮୯୮୯୮୪


ବିଜେବି କଲେଜରୁ ବି.କମ ପରେ କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟ ପାଠ୍ୟକ୍ରମ ଶେଷ କରି ସେସୁ ଅଧୀନରେ ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସାହିତ୍ୟ ପ୍ରତି ଥିବା ଅହେତୁକ ନିଶାକୁ ସେ ଛାଡି ପାରି ନାହାଁନ୍ତି । ତାଙ୍କ ବଳିଷ୍ଠ ରଚନାବଳୀରୁ ସ୍ପଷ୍ଟ ପ୍ରତିଫଳନ ହୋଇଥାଏ ତାଙ୍କ ସାରସ୍ଵତ ଜୀବନର ପ୍ରବହମାନ ଧାରା ।


ତାଙ୍କର ଲେଖା ଗୁଡିକ ପଢନ୍ତୁ