3 thoughts on “କବି ନିଶିକାନ୍ତ କହଲସିଂହ

  1. ବ୍ୟକ୍ତିଗତ ଭାବେ ମୋର ଅତି ପ୍ରିୟ ତଥା ମୋ’ ସାନଭାଇ ତଥା ଓଡ଼ିଶାର ସମସ୍ତ ଯୁବକବିମାନଙ୍କ ଭିତରେ ମୋ’ ବିଚାର ଆଉ ଦୃଷ୍ଟିଭଙ୍ଗୀରେ ସର୍ବଶ୍ରେଷ୍ଠ କବି ଭାବେ ମୁଁ ନିଶିକାନ୍ତଙ୍କୁ ହିଁ ପସନ୍ଦ କରେ। ମୁଁ ଯେଉଁଥିପାଇଁ ପସନ୍ଦ କରେ ତାହା କାହାକୁ ଅଜଣା ନାହିଁ, ସେସବୁ ସେ ଆଜି ସ୍ପଷ୍ଟ କରିଛନ୍ତି ତାଙ୍କର ଏହି ସାକ୍ଷାତକାରରେ। ମୁଁ ତାଙ୍କର ଅତି ଉଜ୍ଜଳ ଭବିଷ୍ୟତ କାମନା କରୁଛି ଏବଂ ତାଙ୍କଠାରୁ ଆହୁରି ଅନେକ ରୁଚିପୂର୍ଣ କବିତା ଆଶା କରୁଛି।
    ଜୟ ଜଗନ୍ନାଥ……..

  2. ବହୁତ୍ ଭଲ ଲାଗିଲା ସାରଙ୍କ ସାକ୍ଷତକାର
    ବହୁତ୍ କିଛି ଶିଖି ବାକୁ ମିଳିଲା
    ଶୁଭେଚ୍ଛା ଓ ଶୁଭକାମନା

ମନ୍ତବ୍ୟ ରଖନ୍ତୁ: