ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବଣମଲ୍ଲୀର ମହକ prafulla-chandra-mishra2 ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା,
ଦୂରଭାଷ : ୯୪୩୮୩୯୨୮୦୨


ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବେ ଜୀବନ ଅତିବାହିତ କରୁଥିବା ଶ୍ରୀ ମିଶ୍ର କେବେବି ଦୂରେଇ ପାରିନାହାଁନ୍ତି ସାହିତ୍ୟର ପ୍ରେମରୁ । ଭକ୍ତି ଓ ପ୍ରେମର ଭାବ ବିନ୍ୟାସରେ ସଜଡା ହୋଇଥାଏ ତାଙ୍କର ଅଧିକାଂଶ କବିତା । ତାଙ୍କର ବଳିଷ୍ଠ ରଚନା ନିମନ୍ତେ ସେ ଜନାଦୃତ ହୋଇ ପାରିଛନ୍ତି । ତାଙ୍କ ରଚିତ “କୋଟିବିଶ୍ଵ ରୂପକାର, କଳ୍ପନାର କଳ୍ପବଟ ଏବଂ ନୂଆ ସୂର୍ଯ୍ୟଟିଏ ଦିଅ” ଆଦି କବିତା ସଂକଳନ ତାଙ୍କ ସାରସ୍ଵତ ପ୍ରତିଭାର ଜ୍ଵଳନ୍ତ ନିଦର୍ଶନ ।


ତାଙ୍କର ଲେଖା ଗୁଡିକ ପଢନ୍ତୁ