ପ୍ରଶାନ୍ତ କୁମାର ସାହୁ

ବଣମଲ୍ଲୀର ମହକ prashant-kumar-sahoo-300x294 ପ୍ରଶାନ୍ତ କୁମାର ସାହୁ

ଗ୍ରାମ- ଛତ୍ରଗଡ, ପୋ- ଏନ.ବି.ଚିଲିକା
ଥା- ବାଲୁଗାଁ, ଜିଲ୍ଲା- ଖୋରଧା
ଦୂରଭାଷ : ୯୯୩୭୩୦୦୪୧୨


ଗତ ଦୁଇବର୍ଷ ହେଲା ଜୀବନର ଅନେକ ଭାବନା ଓ ଅନୁଭବକୁ ନେଇ ତାଙ୍କ ସାରସ୍ଵତ ଲେଖନୀ ଚଳ ଚଞ୍ଚଳ । ବାସ୍ତବତା ଓ ଜୀବନ ଦର୍ଶନରେ ପରିପୂର୍ଣ୍ଣ ତାଙ୍କର ପ୍ରତ୍ୟେକ ସୃଷ୍ଟି ଗୁଡିକ ଯେକୌଣସି ପାଠକ ମନରେ ଚେତନାର ଉଦ୍ରେକ ଘଟାଇଥାଏ । ସମାଜର ନିଛକ ପ୍ରତିଛବିକୁ ଖୁବ ସୁନ୍ଦର ଭାବେ ସେ ସଜେଇ ପାରନ୍ତି ତାଙ୍କ ଗଳ୍ପ ଗୁଡିକରେ । ତାଙ୍କ ନିରଳସ ନୀରବ ସାଧକ ପଣରେ ସେ ନିଜେ ହିଁ ନିଜର ପରିଚୟ । ଶିକ୍ଷକତା ବୃତ୍ତିକୁ ଆପଣେଇ ନିଜ କର୍ମନିଷ୍ଠାର ପରିଚୟ ଦେବା ସହିତ ସାରସ୍ଵତ ସୃଜନୀର ବିକଶିତ ରୂପକୁ ପ୍ରତିପାଦିତ କରି ପାରିଛନ୍ତି । ବଣମଲ୍ଲୀର ମହକରେ ପ୍ରକାଶିତ ତାଙ୍କ ରଚିତ କ୍ଷୁଦ୍ରଗଳ୍ପ “ଶାଗୁଣାର ହସ” ବେଶ ପାଠକିୟତା ଅର୍ଜନ କରିପାରିଛି ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ