ପ୍ରୀତିପ୍ରିୟା ମହାନ୍ତି

ବଣମଲ୍ଲୀର ମହକ pritipriya-mohanty-287x300 ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ
ରଣପୁର, ନୟାଗଡ


୨୦୧୪ ମସିହାରୁ ଆରମ୍ଭ ହୁଏ କବିତା ଲେଖିବାର ନିଆରା ସଉକ । ଶିକ୍ଷକତା ଜୀବନ ଭିତରେ ନିଜର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେବେ କେବେ କବିତା ଲେଖି ଆବୃତ୍ତି କରିବାର ସୁଯୋଗରେ ସୃଷ୍ଟି ହୁଏ ଉତ୍ସ।ହ ଉଦ୍ଦୀପନା । ମିଳେ ଅନେକ ପ୍ରଶଂସା । ନିଜ ସୃଜନୀର ଗତିଶୀଳ ମୂହୁର୍ତ୍ତକୁ ଅଟକେଇବାକୁ ଚେଷ୍ଟା କରି ନାହାଁନ୍ତି ପ୍ରୀତିପ୍ରିୟା । ସେବେଠୁ ଚାଲିଛି ତାଙ୍କ କବିତ୍ଵର ପ୍ରବହମାନ ଧାରା । ସାମାଜିକ ଚେତନାବୋଧ ଓ ଜୀବନ ଦର୍ଶନ ହିଁ ତାଙ୍କ କବିତାର ଅନ୍ତଃସ୍ଵର ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ