ରାଜେଶ କୁମାର ମୁଣ୍ଡ

ବଣମଲ୍ଲୀର ମହକ Rajesh-Munda-300x300 ରାଜେଶ କୁମାର ମୁଣ୍ଡ

ଗ୍ରାମ : ଧର୍ମଗଡ଼,
ଜିଲ୍ଲା : କଳାହାଣ୍ଡି,

ଦୂରଭାଷ : ୯୫୮୩୮୪୨୩୨୫


ଅର୍ଥନୀତି ବିଭାଗରେ ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା ମଣିଷଟିଏ ସତ, କିନ୍ତୁ ନୀରବଚ୍ଛିନ୍ନ ସାହିତ୍ୟ ସାଧନାରେ କେବେବି ଭଟ୍ଟା ସୃଷ୍ଟି ହୋଇନି । ତାଙ୍କ ପ୍ରଥମ କବିତାରୁ ସାରସ୍ଵତ ଜୀବନର ପରିଚୟ ମିଳିଥିଲା ୨୦୧୩ ମସିହା ଜୁନ ମାସ ୧୩ ତାରିଖରେ । ସାମାଜିକ ମୂଲ୍ୟବୋଧ, ହୃଦୟର ବ୍ୟଥା, ଚେତନାର ଉନ୍ମେଷ ତାଙ୍କର ପ୍ରତିଟି ଲେଖାରୁ ମର୍ମେ ମର୍ମେ ଅନୁଭବ କରିହୁଏ । ତାଙ୍କର ପ୍ରତ୍ୟେକ ରଚନାବଳୀରେ ଥାଏ ସମାଜକୁ ସ୍ପଷ୍ଟ ବାର୍ତ୍ତା । ଓଡ଼ିଆ ସାହିତ୍ୟ ପତ୍ରିକା ତଥା ଖବର କାଗଜ ମାନଙ୍କରେ ତାଙ୍କର ଶତାଧିକ କବିତା ପ୍ରକାଶିତ ହୋଇ ସାରିଛି ।


ତାଙ୍କର ଲେଖା ଗୁଡିକ ପଢନ୍ତୁ