ସିପ୍ରା ନମ୍ରତା

ତୁଳସୀଚୌରା ବାରିପଦା, ମୟୁରଭଞ୍ଜ ଦୂରଭାଷ : ୮୨୪୯୮୫୦୧୬୮ ସ୍କୁଲ ଜୀବନରୁ ତାଙ୍କର ସାହିତ୍ୟ ପ୍ରତି ଥିବା ରୁଚି ଆଜି ଅପ୍ରକାଶ୍ୟ ହୋଇଥିଲେ ସୁଧା, ପରବର୍ତ୍ତୀ ସମୟରେ ବିସ୍ମୃତିର ଇଲାକାରୁ ନିଜର ପ୍ରତିଟି ଅନୁଭବକୁ ସାଉଁଟି ଆଣିବାରେ ସକ୍ଷମ ହୋଇଛନ୍ତି ସିପ୍ରା ନମ୍ରତା । ଜଣେ ସୁନ୍ଦର କଥାକାର ଓ କବୟତ୍ରୀ ହିସାବରେ ସେ ଓଡିଆ ସାହିତ୍ୟ ଜଗତରେ ବେଶ ଜଣାଶୁଣା । କଲେଜ ମାଗାଜିନ ତଥା ଅନ୍ୟାନ୍ୟ କିଛି ପତ୍ରପତ୍ରିକାରେ ଆଗରୁ ତାଙ୍କର ଅନେକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ମଙ୍ଗଳାଯୋଡି, ଖୋରଧା ଦୂରଭାଷ : ୯୪୩୭୧୮୩୯୩୭ ନିଆରା ବ୍ୟକ୍ତିତ୍ଵଟିଏ । କଥା କମ କୁହନ୍ତି ଏବଂ ଅଧିକ ଲେଖନ୍ତି । ପ୍ରଶଂସାରେ ଖୁସି ହୁଅନ୍ତି ନାହିଁ କି ଦୁଃଖରେ ଭାଙ୍ଗି ପଡି ନଥାନ୍ତି । ସାହିତ୍ୟ ସହିତ ସମ୍ପର୍କ ଖୁବ ପିଲାବେଳୁ । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ବେଳେ ହୃଦୟକୁ ଖୁବ ବ୍ୟଥିତ କରିଥିବା ଏକ ଘଟଣାକୁ ନେଇ ରଚନା କରିଥିଲେ ନିଜର ପ୍ରଥମ ସାରସ୍ଵତ ସୃଷ୍ଟି "ଅପରେସନ" ନାମରେ ଛୋଟ

ଗୋପାଳ ଚନ୍ଦ୍ର ସାଓ

ବି.କେ.ସି. ପୁର କଲୋନୀ, ଦେଉଳି, ବାରିପଦା, ମୟୂରଭଞ୍ଜ, ଦୂରଭାଷ : ୯୯୩୭୦୪୬୯୯୮ ସାହିତ୍ୟ ହେଉଛି ତାଙ୍କ ରକ୍ତର କଣିକା । ଖୁବ ଛୋଟ ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ବାରମ୍ବାର କିଛି କବିତାକୁ ପଢି ସେ ହଠାତ ଭାବୁକ ପାଲଟି ଯାଆନ୍ତି । ତାଙ୍କ କବିତାର ଆଦ୍ୟ ସମୀକ୍ଷକ ଓ ପ୍ରେରଣା ଥିଲେ ତାଙ୍କ ଜନ୍ମଦାତ୍ରୀ ମାଆ । ହାଇସ୍କୁଲରେ ପାଠ ପଢିଲାବେଳେ ସେ ଅନେକ ଗୁଡିଏ କବିତା ଲେଖି

ନରେଶ କୁମାର ବେହେରା

ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନରୋଡ ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ : ୭୮୦୯୮୭୨୪୮୩ ନରେଶ କୁମାର ବେହେରା ୧୯୭୯ ମସିହାରେ ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ଠାରେ ଜଣେ ଶିକ୍ଷକ ପରିବାରରେ ପିତା ଚନ୍ଦ୍ରମଣି ବେହେରା ଓ ମାତା ଶକୁନ୍ତଳା ବେହେରାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଜବାହାର ନବଦୋୟ ବିଦ୍ୟାଳୟରୁ ଶିକ୍ଷାଲାଭ କରିବା ସହିତ ସଙ୍ଗୀତ, ଚିତ୍ରକଳା ଏବଂ ସାହିତ୍ୟ ଆଦିରେ ଯଥେଷ୍ଟ ରୁଚି ରଖି ଆସିଛନ୍ତି । ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରୁ

ଧ୍ରୁବ ଚରଣ ବେହେରା

ଅଠରବାଟିଆ, ବାଲୁଗାଁ, ଖୋରଧା ଦୂରଭାଷ : ୮୩୨୮୯୩୦୫୫୪ ମରାଳ-ମାଳିନୀ-ନୀଳାମ୍ବୁ ଚିଲିକାର ସୌନ୍ଦର୍ଯ୍ୟମୟ ଉପକୂଳରେ ଛୋଟିଆ ଗାଆଁର ନାଁ'ଟି ଅଠରବାଟିଆ । ଏକ ଗରିବ ପରିବାରର କୋଳରେ ଜନ୍ମଲାଭ କରିଥିବା ବଣମଲ୍ଲୀଟିଏ ଅଟନ୍ତି ଧ୍ରୁବ ଚରଣ । ସ୍ନାତକ ଶିକ୍ଷା ଶେଷକରି ଦେଶ ମାତୃକାର ସେବା ଓ ସୁରକ୍ଷା ନିମନ୍ତେ ୨୦୦୦ ମସିହାରେ ଯୋଗ ଦିଅନ୍ତି ଭାରତୀୟ ସୈନ୍ୟ ବିଭାଗରେ । ଜୀବନରେ ହଠାତ ଏମିତି କିଛି ଘଟଣା ଓ ଦୁଃର୍ଘଟଣାର ମୂହୁର୍ତ୍ତ, ଗୋଟିଏ

ନିରଞ୍ଜନ ପଣ୍ଡା

ଗ୍ରାମ : ପୁରଣ ପଧାନ, ପୋ : ଶିଶିଲୋ, ବାଳକାଟି, ଖୋର୍ଦ୍ଧା, ଦୂରଭାଷ : ୮୦୯୩୮୯୮୯୮୪ ବିଜେବି କଲେଜରୁ ବି.କମ ପରେ କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟ ପାଠ୍ୟକ୍ରମ ଶେଷ କରି ସେସୁ ଅଧୀନରେ ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସାହିତ୍ୟ ପ୍ରତି ଥିବା ଅହେତୁକ ନିଶାକୁ ସେ ଛାଡି ପାରି ନାହାଁନ୍ତି । ତାଙ୍କ ବଳିଷ୍ଠ ରଚନାବଳୀରୁ ସ୍ପଷ୍ଟ ପ୍ରତିଫଳନ ହୋଇଥାଏ ତାଙ୍କ ସାରସ୍ଵତ ଜୀବନର

ଡକ୍ଟର ଲକ୍ଷ୍ମଣ ସାହୁ

ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ, ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ, ଦୂରଭାଷ : ୯୪୩୭୭୪୦୨୮୦ ଶ୍ରୀଯୁକ୍ତ ସାହୁ ଜଣେ ସୁସାହିତ୍ୟିକ, କବି ତଥା ପ୍ରାବନ୍ଧିକ ଭାବେ ଓଡିଆ ସାହିତ୍ୟ ଜଗତରେ ସୁପରିଚିତ । ଖବର କାଗଜର ଜଣେ ବରିଷ୍ଠ ସ୍ତମ୍ଭ ଲେଖକ ହିସାବରେ ସେ ସୁନାମ ଅର୍ଜନ କରିପାରିଛନ୍ତି । ଅଧୁନା କଟକର ମହାନଦୀ ବିହାର ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗରେ ଅଧ୍ୟାପନା ବୃତ୍ତିରେ ନିଯୋଜିତ ରହି ଓଡିଆ ସାହିତ୍ୟର

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା, ଦୂରଭାଷ : ୯୪୩୮୩୯୨୮୦୨ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବେ ଜୀବନ ଅତିବାହିତ କରୁଥିବା ଶ୍ରୀ ମିଶ୍ର କେବେବି ଦୂରେଇ ପାରିନାହାଁନ୍ତି ସାହିତ୍ୟର ପ୍ରେମରୁ । ଭକ୍ତି ଓ ପ୍ରେମର ଭାବ ବିନ୍ୟାସରେ ସଜଡା ହୋଇଥାଏ ତାଙ୍କର ଅଧିକାଂଶ କବିତା । ତାଙ୍କର ବଳିଷ୍ଠ ରଚନା ନିମନ୍ତେ ସେ ଜନାଦୃତ ହୋଇ ପାରିଛନ୍ତି । ତାଙ୍କ ରଚିତ "କୋଟିବିଶ୍ଵ ରୂପକାର, କଳ୍ପନାର କଳ୍ପବଟ ଏବଂ ନୂଆ ସୂର୍ଯ୍ୟଟିଏ ଦିଅ"

ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଆଇଗିଣିଆ, ଭୁବନେଶ୍ଵର, ଦୂରଭାଷ : ୯୪୩୭୦୮୧୩୩୩ ଓଡିଆ ସାହିତ୍ୟ ଜଗତର ଅମ୍ଳାନ ପ୍ରତିଭା । ଶ୍ରୀଜଗନ୍ନାଥ, ଶ୍ରୀସାଇ ତଥା ପୁରାଣ ସମ୍ପର୍କିତ ଅନେକ ପୁସ୍ତକ, ଭକ୍ତି କବିତା ସଂକଳନ, ସଂକ୍ଷିପ୍ତ ରାମାୟଣ ଓ ସଂକ୍ଷିପ୍ତ ମହାଭାରତ ଭଳି ପୁସ୍ତକ ରଚନା କରି ଓଡିଆ ସାହିତ୍ୟ ଜଗତରେ ଜଣେ ଆଧ୍ୟାତ୍ମିକ ସ୍ରଷ୍ଟା ଭାବରେ ବେଶ ସୁପରିଚିତ । ପେଷାରେ ଜଣେ ଯନ୍ତ୍ରୀ ହୋଇ ମଧ୍ୟ ସାହିତ୍ୟର ନିଶାକୁ ସେ ଭୁଲି ପାରି ନାହାଁନ୍ତି ।

ରାଜେଶ କୁମାର ମୁଣ୍ଡ

ଗ୍ରାମ : ଧର୍ମଗଡ଼, ଜିଲ୍ଲା : କଳାହାଣ୍ଡି, ଦୂରଭାଷ : ୯୫୮୩୮୪୨୩୨୫ ଅର୍ଥନୀତି ବିଭାଗରେ ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା ମଣିଷଟିଏ ସତ, କିନ୍ତୁ ନୀରବଚ୍ଛିନ୍ନ ସାହିତ୍ୟ ସାଧନାରେ କେବେବି ଭଟ୍ଟା ସୃଷ୍ଟି ହୋଇନି । ତାଙ୍କ ପ୍ରଥମ କବିତାରୁ ସାରସ୍ଵତ ଜୀବନର ପରିଚୟ ମିଳିଥିଲା ୨୦୧୩ ମସିହା ଜୁନ ମାସ ୧୩ ତାରିଖରେ । ସାମାଜିକ ମୂଲ୍ୟବୋଧ, ହୃଦୟର ବ୍ୟଥା, ଚେତନାର ଉନ୍ମେଷ ତାଙ୍କର ପ୍ରତିଟି ଲେଖାରୁ ମର୍ମେ ମର୍ମେ ଅନୁଭବ କରିହୁଏ