ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > ଆସନ୍ତୁ ଗର୍ବର ସହିତ କହିବା ଆମେ ଓଡିଆ

ଇ-ପତ୍ରିକା ସଂସ୍କରଣ

ବିଭିନ୍ନ ଲେଖକ ଲେଖିକା ମାନଙ୍କ ସାରସ୍ଵତ ସୃଷ୍ଟିର ସମାହାରରେ ବଣମଲ୍ଲୀର ମହକ ଦ୍ଵାରା ପ୍ରସ୍ତୁତ ତ୍ରୟମାସିକ ଇ-ସଂସ୍କରଣ ଗୁଡିକ ପଢନ୍ତୁ ଏବଂ ନିଃଶୁଳ୍କ ଡାଉନଲୋଡ କରନ୍ତୁ ।

ଲେଖକ ଲେଖିକା

ସାରସ୍ଵତ ବରେଣ୍ୟ ସାଧକ ସାଧିକା ତଥା ସଂସ୍କୃତି ସଚେତକ ବୃନ୍ଦ, ଯେଉଁ ମାନଙ୍କ ପ୍ରଚେଷ୍ଟାରେ ବଣମଲ୍ଲୀର ମହକ ସମୃଦ୍ଧ । ଏବଂ ସେହି ମାନଙ୍କ କର କମଳରେ ବଣମଲ୍ଲୀର ମହକ ସମର୍ପିତ ।

ସମ୍ପାଦନା ମଣ୍ଡଳୀ

ଯେଉଁମାନଙ୍କ ପ୍ରଚେଷ୍ଟା ଓ ଅହରହ ଉଦ୍ୟମରେ ବଣମଲ୍ଲୀର ପ୍ରତିଟି ପାଖୁଡା ଆଜି ବିଶ୍ଵ ଦରବାରରେ ମହକିତ.. ଆସନ୍ତୁ ଓଡିଆରେ ଲେଖିବା, ପଢିବା ଓ କହିବା ।

ଆମ ସୂକ୍ଷ୍ମ ଅନୁଭୂତିର ରସାଳ ରୂପାୟନ

ଓଡିଆ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ଭ୍ରମଣକାହାଣୀ, ପ୍ରାଚୀନ ସାହିତ୍ୟ, ଢଗଢମାଳି ଓ ଶିଶୁ ସାହିତ୍ୟ ଆଦି ଅନେକ ବିଷୟ ଗୁଡିକୁ ପଢିବା ଓ କହିବା । ଆସନ୍ତୁ ସାହିତ୍ୟର ସ୍ଵରରେ ସମାଜକୁ ସଜାଡିବା, ପ୍ରତିଷ୍ଠା କରିବା ମାନବବାଦର ଏକ ଏବଂ ଅଦ୍ଵିତୀୟ ମତବାଦ । ଗଢିବା ଏକ ସୁସ୍ଥ ସମାଜ । ଅଧିକ ପଢନ୍ତୁ

ଉତ୍କଳୀୟ ବିଭବ ଓ କଳା ସଂସ୍କୃତି

ଓଡିଶାର କଳା, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଜି ବିଶ୍ଵ ବିଦିତ । ଆସନ୍ତୁ ଏହାର ଉତ୍କର୍ଷତାକୁ ଅବଲୋକନ କରିବା, ବାସ୍ନାକୁ ଅନୁଭୋବ କରିବା ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବିଶ୍ଵ ଦରବାରରେ ଏହାର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା । ଆଉ ଗର୍ବର ସହିତ କହିବା ଆମେ ଓଡିଆ । ଅଧିକ ପଢନ୍ତୁ


ଖୋଜୁଛି ଆଜି ମୁଁ ହୃତ ଗୌରବକୁ ଉତ୍କଳର ଇତିହାସ
ସାଧବ ପୁଅର ବୋଇତ ଯାତରା ବାଲି ଅବା ବ୍ରହ୍ମଦେଶ ॥

ଉତ୍କଳ ସଂସ୍କୃତି ପ୍ରଥା ପରମ୍ପରା ବିରଳ ତା' ଇତିହାସ
ବିଶ୍ଵ ଦରବାରେ ସ୍ଵତନ୍ତ୍ର ଆସନେ ଝୁରେ ତାକୁ ସବୁ ଦେଶ ॥

ଓଡିଆ ସାହିତ୍ୟର ସମୃଦ୍ଧି ପଥରେ ବିଭିନ୍ନ ମୁଦ୍ରିତ ପତ୍ର-ପତ୍ରିକା

ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ପତ୍ର-ପତ୍ରିକା ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କଲେ ପତ୍ର-ପତ୍ରିକା ଗୁଡିକୁ କଦାପି ଅବହେଳା କରାଯାଇ ନପାରେ । ଏହି ପତ୍ର-ପତ୍ରିକା ଗୁଡିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଏକ ମହାନ କର୍ତ୍ତବ୍ୟ ବୋଲି ମନେହୁଏ ।

Top