ଶିଶୁଗଳ୍ପ – ପିମ୍ପୁଡିର ବାହାଘର – ଅଂଶୁମାନ ପଟ୍ଟନାୟକ

ଦିନେ ବିଲୁଆନନା ପିମ୍ପୁଡିର ଘରକୁ ହାତୀର ବାହାଘର ପ୍ରସ୍ତାବ ନେଇ ଆସିଲା । ପିମ୍ପୁଡି ପ୍ରସ୍ତାବରେ ରାଜିହେଲା । ତେଣୁ ସେମାନେ ବାହାଘର କରିବା ପାଇଁ ଦିନ ସ୍ଥିରକଲେ । ବାହାଘର ଦିନ ଆସିଲା, ବରକନ୍ୟା ବେଦୀକୁ ଆସିଲେ, ଆଉ କୁକୁର ହୁଳହୁଳି ପକାଇଲା । ମୂଷା-ବ୍ରାହ୍ମଣ ମନ୍ତ୍ରପାଠ କରି ସେମାନଙ୍କର ବାହାଘର କରାଇଲେ । ତା'ପରେ ଭୋଜି ହେଲା । ଭୋଜିରେ ଭାତ, ଡାଲି, ଖଟା, ତରକାରୀ, ଖିରୀ

ଋଷି ଅଗସ୍ତ୍ୟ ଓ ଶ୍ରୀଗଣେଶ – ଅଂଶୁମାନ ପଟ୍ଟନାୟକ

ଶିଶୁ ଗାଳ୍ପିକ : ଅଂଶୁମାନ ପଟ୍ଟନାୟକ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର, ଖୋରଧା ଦିନେ ଋଷି ଅଗସ୍ତ୍ୟ କାବେରୀ ନଦୀକୂଳରେ ଭ୍ରମଣ କରୁଥିଲେ । ସେ ବହୁତ ଗେଡା ହୋଇ ଥିବାରୁ କାବେରୀ ନଦୀ ତାଙ୍କୁ ଦେଖି ହସିଲେ । ଋଷି ଅଗସ୍ତ୍ୟ ଭାବିଲେ ଇଏ ମୋର ଅପମାନ କଲା । ତେଣୁ ଋଷି ରାଗିଯାଇ କାବେରୀ ନଦୀକୁ ନିଜ କମଣ୍ଡଳୁ ଭିତରେ ରଖିନେଲେ । ଅନ୍ୟ ଜଣେ ଋଷି ଏହା ଦେଖି