ଅରୁକ୍ଷ କାବ୍ୟ ରୁ “ଜ” ଚମ୍ପୁ – ହେମନ୍ତ କୁମାର ବରାଇ

"ଜ" -ରାଗ- ପୁନଙ୍ଗ (ଆଡତାଳି) ଜଗା କୁ ସମ୍ଭୁତ କରିବାକୁ ରେତ ଘେନି ମନ୍ଦମନ୍ଦ କଷ୍ଟ ଜାତ, ଜଙ୍ଗମ ବିଳାସ ସର୍ବାଙ୍ଗେ ବିଳାସ ଅଥୟ ହୋଇଲେ ବୈଶ୍ୱାନର ାା୧ାା ଜଡକୁ କ୍ରମଶଃ ଅଧମାଙ୍ଗ ବଶ ଗତିକୁ କାରଣ ବାରଣାବିକାଶ, ଜ୍ରୁମ୍ଭିତ ହୁଅନ୍ତେ ବୀର୍ଯଭାର ଯେତେ ଶରବଣେ ଅଗ୍ନି ସୁସ୍ଥ ସ୍ଥିର ାା୨ାା ଜୀବନ୍ର୍ମୁତ ମନ ମାରୁତ ଙ୍କୁ ଧ୍ୟାନ ସଖା ପଣରେ ସ୍ମରିଲେ ହୁତାଶନ, ଜୀବନ ବହିଲେ ବରେଣ୍ୟ ଅନଳେ ମିଳି କି ହୋଇବେ ଶ୍ରେୟସ୍କର ାା୩ାା ଜିଜ୍ଞାସୁ ମାରୁତ ସମ୍ମୁଖେ ତ୍ୱରିତ ପାବକ ଅଛନ୍ତି ହୋଇ ଅଭିହତ, ଜପିଲ ଗୋ

“ନିଃସଙ୍ଗ ନିଶା” କାବ୍ୟରୁ “ଲକ୍ଷ୍ମଣଙ୍କ ପ୍ରତି” – ହେମନ୍ତ କୁମାର ବରାଇ

"ନିଃସଙ୍ଗ ନିଶା" କାବ୍ୟ ରୁ "ଲକ୍ଷ୍ମଣଙ୍କ ପ୍ରତି" (୨ୟ ଭାଗ) ଚନ୍ଦ୍ରମା ରୁ ଜ୍ୟୋତି ତପନ ରୁ ତାତି ହିମାଳୟୁ ସବୁ ହିମ, ଅନିଳ, ଅନଳ ଜଳ ତା ତାରଲ୍ୟ ତ୍ୟାଗୀ ଦିଅନ୍ତୁ ଧରମ ାା୧୧ାା ଲଙ୍ଘୁ ପାରାବାର ସୀମା କୁ ତାହାର ମାଡି ମାଡି ଯାଉ ଆଗେ, ମୁଁ କିନ୍ତୁ ନିଶ୍ଚଳ ଲଙ୍ଘିବା ଦୁର୍ବଳ ଜନକ ବଚନ ଆଗେ ାା୧୨ାା ଜଗତେ ମୋ ନିଷ୍ଠା ସଙ୍ଗେ ମୋ ପ୍ରତିଷ୍ଷା ନିଷ୍କ୍ରିୟ ନହେଉ ନିଷ୍ଠା, ପିତାଙ୍କ ବଚନ ଆଦେଶ ସମାନ ପ୍ରତିଷ୍ଠିତ ହେଉ ନିଷ୍ଠା ାା୧୩ାା ସକଳ ସଂସାର

“ନିଃସଙ୍ଗ ନିଶା” କାବ୍ୟରୁ “ଲକ୍ଷ୍ମଣ ଙ୍କ ପ୍ରତି” (୧ମ ଭାଗ) – ହେମନ୍ତ କୁମାର ବରାଇ

ଲକ୍ଷ୍ମଣ- ଜନକ ବଚନ ପାଳନ ବିଧାନ ପୁତ୍ରର ପ୍ରଥମ ଧର୍ମ. ପିତାଙ୍କର ଆଜ୍ଞା କରିବା ଅବଜ୍ଞା ବୋଲିବେ ଜନେ ଅଧମ ାା୧ାା କାମିନୀ କାମଦ କାମୁକ ତାପିତ ପିତା ହେଉ ଅବା ସୁର. ତାହାଙ୍କ ବଚନ କରିବା ପାଳନ ବରିବା ଅଧର୍ମ ସାର ାା୨ାା ଏଣୁ ଆହେ ଜ୍ୟେଷ୍ଠ ! ନ ହୁଅ ନିବିଷ୍ଟ କାମାସକ୍ତ ପିତା ପ୍ରତି. ତାଙ୍କର ପ୍ରତିଜ୍ଞା ସତ୍ୟ ର ଅବଜ୍ଞା ଧର୍ମ ପାଳନର ଭ୍ରାନ୍ତି ାା୩ାା ରାମଚନ୍ଦ୍ର- ମୋ ପ୍ରିୟ ଅନୁଜ ନ ହୁଅ ନାରାଜ ନହୁଅ ତିଳେ କ୍ରୋଧିତ. ବିଧାତା ବିଧାନ ଅବଶ୍ୟ ଏ ଜାଣ ହୁଅଇ

ଅରୁକ୍ଷ କାବ୍ୟ ରୁ “ଛ”ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ - ମୁଖାବରୀ /ତାଳ -ତ୍ରିପଟା ଛାନ୍ଦସଜ୍ୟୋତି ସୁମନେ ଛାମୁରେ ନିର୍ମଳ ମନେ ାା୧ାା ଛ ତରଳ ସ୍ତୁତି ଯେବେ ଛନ୍ନ କଲା ଅଗ୍ନିଦେବେ ାା୨ାା ଛଟପଟ ଦ୍ରୁଶ୍ୟମାନ ଛାମୁରେ ହବ୍ୟବାହନ ାା୩ାା ଛ ହୋଇଲା ତାଙ୍କ ହ୍ରୁଦ ଛଟା ସମ ଗଦଗଦ ାା୪ାା ଛିଡା ହୋଇ ଅଗ୍ନି ଆଗ ଛନ୍ଦ ରେ ନତ ମସ୍ତକ ାା୫ାା ଛ ହ୍ରୁଦୟ ମନେ ଘେନି ଛୁଇଁଲେ ସେ ବେନି ପାଣି ାା୬ାା ଛିଟକା ନାଶିବା ମଣି ଛୁଟିଗଲେ ଶୂଳପାଣି ାା୭ାା ଛନଛନ ଥିଲେ ଭବ ଛଳ ରଖି ମହାଦେବ ାା୮ାା ଛୁଇଁ ଦେଲେ ମୁଣ୍ଡେ ଶିଶ୍ନ ଛାଡିଲେ

ଅରୁକ୍ଷ କାବ୍ୟ ରୁ “ଚ” ଚମ୍ପୁ – ହେମନ୍ତ କୁମାର ବରାଇ

"ଚ" ରାଗ - ଗୌଡା ତାଳ-ଝୁଲା ଚ ରେ ଚାହିଁଦେଲେ ଅଗ୍ନୀ ବଦନ ାପଦା ଚରିତାର୍ଥ କର ସୁମନେ ସୁମନ ଗଣ ଅବଶ୍ୟ ନାଶ ଯିବ ଭୁବନ ାା୧ାା ଚାପରେ ବିରାଜି ଚରାଚର ତୁମ୍ଭେ ଜାଣ କି ଅବା ଆଉ ବାକି ବଖାଣ ାା୨ାା ଚହଟ କରିବା କିସ ପାବକ ମହାନ ଜାଣିବା କି ଆଉ ତୁମ୍ଭ ଗୁଣ ାା୩ାା ଚନ୍ଦ୍ରଚୂଡ ରେତ ଘେନିବାକୁ ତୋ ସମାନ ନାହିଁ ବଳବନ୍ତ ଦେବଗଣ ାା୪ାା ଚାରୁକାନ୍ତି ବୈଶ୍ୱାନର ଜଗତ ଜୀବନ ରକ୍ଷ ରଖି ଆମ୍ଭର ବଚନ ାା୫ାା ଚପଳ

ଅରୁକ୍ଷ କାବ୍ୟ ରୁ “ଙ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ - ମୁଖାବରୀ ନକୁଳାକୁଳ କି ସ୍ରୁଜି,ନନ୍ଦିତ ବିଶୀର୍ଣ୍ଣ ହେଜି ାା୧ାା ନଗାରୀ ଙ୍କୁ ବିସଙ୍କୁଳ,ନୟେ ଦେବାଦି ଆକୁଳ ାା୨ାା ନଗନନ୍ଦିନୀ ଦୟିତ,ନଗଣ୍ୟ ନୁହେଁ ସେ ମତ ାା୩ାା ନାଶିବା ପ୍ରାରମ୍ଭ ହେବ,ନମିଲେ ଅଶିବେ ଦେବ ାା୪ାା ନର୍ମ ତ୍ରିପୁରେ ବିରାଜ,ନଗନ୍ୟ ନୁହଇ ତେଜ ାା୫ାା ନମନ୍ତି ଦେବତା କୁଳ,ନଗଜା ପଦ ଯୁଗଳ ାା୬ାା ନକୁଳାରି ବିଭୂଷଣ,ନନ୍ଦୀ ଯାହାଙ୍କ ବାହନ ାା୭ାା ନଗେନ୍ଦ୍ର-ସୂତା ବଲ୍ଲଭ,ନମସ୍ୟ ହେ ମହାଦେବ !!୮!! ନବରସୁ ରୌଦ୍ର ନାଶ,ନମ୍ରତା ହ୍ରୁଦୟେ ବାସ ାା୯ାା ନମନ ପ୍ରଭୋ ! ଚରଣେ,ନନ୍ଦିତ କର

ଅରୁକ୍ଷ କାବ୍ୟ ରୁ “ଘ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ-ସିନ୍ଧୁ କାମୋଦୀ ଘଣ୍ଟାକର୍ଣ୍ଣ-ପତି ଚାହିଁ ଦେଲେ ଗତି ବିଧୂଗଣ ସମାଦର ଘାରିଦେଲା ମତି ହ୍ରୁଦେ ଦେଲା ଗତି ଗମ୍ଭିରେ ଭାଷିଲେ ଗିର ାା୧ାା ଘତ ରେ ଗର୍ଭିଣୀ ମୋ ସଙ୍ଗମେ ଜାଣି ହୋଇଥାନ୍ତେ ଗିରିଜା ଯେ ଘୋର ମଣି ଯେଣୁ ତୁମ୍ଭ ଦେବଗଣୁ ନାଶଗଲା ସ୍ତୁତି ବ୍ୟାଜେ ାା୨ାା ଘୋଷି କି କ୍ରନ୍ଦନ ଜାତ ଯେ ନନ୍ଦନ ସଙ୍ଗମୁ ଋତେ ସମ୍ଭୁତ ଘୋର କରି ବଳ ନାଶି ଦୈତ୍ୟ କୁଳ ବୋଲାଇ ଦେବ-ଦୟିତ ାା୩ାା ଘେର ପଡି ଧ୍ରୁତି ବାସନା ବିପତ୍ତି ନିଷ୍ଫଳ ଭାବନ-ରାଜି ଘେନା ଘେନି ତହିଁ ବିଷାଦ କୁ

ଅରୁକ୍ଷ କାବ୍ୟ ରୁ “ଗ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ-ଖଣ୍ଡ କାମୋଦୀ-ଅବକାଶ ଗ ଟି ଗମିଲଟି ବୋଲାଇ ସ୍ତୁତି ଗ ରେ କନ୍ଦରେ ଦେଲା ପ୍ରତି-ଶ୍ରୁତି ଗୌରୀଗୁରୁ-ପତି ମନ୍ଦିରେ ଗଲା ଗୌରବେ ଦେବସ୍ତୁତି ବୋଲାଇଲା ାା୧ାା ଗମିଲେ ଶ୍ରୀକଣ୍ଠ କଣ୍ଠ କୁ ବାରି ଗ୍ଲାନି କାହାର କି ହୋଇଛି ଭାରୀ ଗତି କି ଖୋଜିଣ ଗିରୀନ୍ଦ୍ରେ ଗତି ଗୁରୁତା ଗଣ ଆସିଲେ ମୋ କତି ାା୨ାା ଗରିଷ୍ଠ ରସରଙ୍ଗ କୁ ବହନ ଗଣ୍ୟ-ଶୈଳବାସୀ ତେଜିଣ ତୂର୍ଣ୍ଣ ଗୀର୍ଣ୍ଣ କି କରିବି ଛଳନା ମଣୁ ଗିରୀଶ ବାମକରେ ଶିଶ୍ନ ଯେଣୁ ାା୩ାା ଗିରିବାଳା-ପତି ସେ ରୂପ ଧରି ଗୀର୍ବାଣ ଆଗେ ମନ୍ଦିରୁ

ଅରୁକ୍ଷ କାବ୍ୟ ରୁ “ଖ” ଚମ୍ପୁ – ହେମନ୍ତ କୁମାର ବାରାଇ

ରାଗ - ତୋଡି ଦେଶାକ୍ଷ /ଆଠତାଳି ଖଣ୍ଡପରଶୁ ହେ ଖଜବଜ ଯେ ମନରେ ାାପଦାା ଖଗ ଖଗ ଯେ ଭୂ-ଖଗ କଞ କଞ ମହାଭାଗ ବରୁଣ ପାବକ ଇନ୍ଦ୍ର ବିମନରେ ାା୧ାା ଖିଳ ସଙ୍ଗେ ଦେବଗଣ ଧରି ହ୍ରୁଦେ ଅଭିମାନ ବଳି ଯାଏ ତାରକାସୁର ମନନରେ ାା୨ାା ଖତମାଳ କି ସମରେ ଖଟକା ଘୋଟେ ମନରେ ହର ହେ !ହର ବ୍ରହ୍ମାଣ୍ଡ ଦେବନ ରେ ାା୩ାା ଖସିବାକୁ ନାହିଁ ବାଟ ହେ ବାମଦେବ ତା ଘଟ ଘୋଟୁଛି କି ବ୍ରହ୍ମାଣ୍ଜେ କଷ୍ଟ ଘନ