ଦଗାଦିଆ ମୌସୁମୀ – ମହାଗାଲୁଆ ସନୁ

ଭଲ ଦଗା ଦେଲ ମୌସୁମୀ, ନା ମୁଁ ଭଲ ରେ ପିଇ ପାରୁଛି ବିୟର କୁ ରମ, ଖରା ରେ ଝାଳ ରେ ଭିଜୁଛି ମୋ ଶରୀର , ପ୍ରେମ ହେଲାଣି ଦୁର୍ବଳ ବର୍ଷା ର, କେତେ ଆଶା କରିଥିଲୁ ଭିଜିବାକୁ, ହେଲେ ଭିଜେଇଲା ଝାଳ ରେ ସକାଳ ବେଳକୁ ତୁମେ ଆସୁଛ ଆସୁଛ ପାଣିପାଗ କହୁଛି ଏପଟ ମୋ ଇଲେକ୍ଟ୍ରି ବିଲ ବହି ଜଳୁଛି, ୧୧ ବେଳେ ଅଣ୍ଡା ଭିତରେ ଅମଲେଟ ହଉଛି, ମୌସୁମୀ ଗୋ ତୁମ କୁ ଭୋଟ ପରି

ପ୍ରୀତି ବନ୍ଧ – ସନ୍ତୋଷ କୁମାର ମହାନ୍ତି

କୃଷ୍ଣ ଙ୍କୁ ଧିରେ କୁହନ୍ତି ରାଧାରାଣୀ ପୂର୍ବେ ଦିଗେ ଦେଖ ଆସିଲେଣି ଦିନମଣି, ଦିବସ ରେ ପ୍ରୀତି ନକର ହେ ଚନ୍ଦ୍ରମଣି, ଏ ସମୟେ ପ୍ରୀତିକଲେ ପୁରୁଷେ ହୁଏ ହାନି ।। ଛାଡ ଛାଡ଼ ମୋ ଆଞ୍ଚଳ, କରନି ମୋ ସଙ୍ଗେ ଆଉ ଗୋଳ, ତୁମ୍ଭ ସଙ୍ଗେ ସଙ୍ଗିନୀ ରେ ମୁଁ ଯେ , କଳଙ୍କିନି ଗୋପ ଦୁଆରେ ସାଜେ ।। କୋକିଳ ରଟିଲା କଦମ୍ବ ର ଡାଲେ, ତରୁ ଲତା ସବୁ ହେଲେଣି ଚଞ୍ଚଳେ, ସାରା ରାତି ପ୍ରିତୀ ଅଙ୍ଗେ ଅଙ୍ଗେ ଭରେ, ଲେଉଟିବି

ଡେଣା – ମହାଗାଲୁଆ ସନୁ

ଥିରି ଥିରି କରି ଝଡି ଦେଇ ଚାଲି ଗଲା, ଟିକି ଚଢେଇ ଟେ ସେ ଅବୁଝା ତା ଭାଷା, କେବେ କେଉଁଠି ବସା ବାନ୍ଧିବ, ବାସ ଏତିକି ଖୁସି ସେ ଉଡିବା ଶିଖିଗଲା ।। ଯେବେ ପଞ୍ଜୁରୀ ରୁ ଖୋଲି ଉଡିବା ଶିଖେଇଲି, ପର କରିବନି ମୋତେ ବୋଲି ଭାବିମୁଁ ମୋ ଜୀବନ ର କାହାଣୀ ର ନାୟିକା କରିଥିଲି, ଏତେ ସ୍ୱାର୍ଥ ପର ଏ ସମୟ ର ମାୟା ଜାଣିନଥିଲି ।। ସ୍ନେହ ଆଉ ମମତା କୁ ଏକତ୍ରିତ କରି, ମୁଁ

ଖରାବେଳ ବସ ରେ – ମହାଗାଲୁଆ ସନୁ

ଧୁ ଧୁ ଖରା ବେଳେ ଧରି ବସ, ସିଟତ ନଥିଲା ଫୁଲ ରସ, ବହୁତ କଷ୍ଟ ରେ କିଛି ବାଟରେ ପାଇଲି ସିଟ ।। ସୁନ୍ଦରୀବାଳା ର ନିକଟେ, ଅତର ଗନ୍ଧ କୁ ଆହା ତା ରୂପ, ସତରେ ସିଏ କି ୨୦୦୦ କଡ଼ାକ ନୋଟ ।। ଭୁବନେଶ୍ୱର ରୁ ଯିବାର ଥିଲା ଭଦ୍ରକ, ୩ ଘଣ୍ଟା ର ବାଟ ନୁହେଁ ଜମା ପାଖ, ପାଖରେ ପାଇକି ଝିଅ କି, ଭାବିଲି ଯାତ୍ରା ମୋର ହେଇଯିବ ଶୋର୍ଟ ।। ଏସି ବସ ରେ ବି

ତୁମେ ତୁମେ – ମହାଗାଲୁଆ ସନୁ

ଅନେକ ଆସୁମାରି ପ୍ରଶ୍ନ ର ଉତ୍ତର ତୁମେ, ଚଞ୍ଚଳ ମନ ର ପ୍ରାଚୀର ତୁମେ।। ଅସରାଏ ବର୍ଷା ନିଦାଘ ଗ୍ରୀଷ୍ମ ରେ ତୁମେ , ହୃଦୟ ର ପ୍ରତି ସ୍ପନ୍ଦନ ତୁମେ ।। ବିବିଧ ରଙ୍ଗ ରେ ଚିତ୍ରିତ ଚିତ୍ର ତୁମେ, କଳାକାର ର ତୂଳୀ ତୁମେ ।। ବୟସ ର ଏ ବେଳା ରେ ସଂଜ ତୁମେ, ପୂର୍ଣ୍ଣିମା ର ପୂର୍ଣ୍ଣ ଚାନ୍ଦ ତୁମେ ।। ଅମାବାସ୍ୟା ରାତି ର ଟିକି ତାରା ତୁମେ, ନିଃସଙ୍ଗ ରେ ସଙ୍ଗ ତୁମେ ।। ବାସ

ବନ୍ଦେ ଉତ୍କଳ ମାଆ – ମହାଗାଲୁଆ ସନୁ

ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।। ରାଇଜ ସାରା ବେକାରୀ ହେଲେଣି, ଖଟନ୍ତି ଯାଇ ସୁରଟ ବଙ୍ଗରେ, ଉପରକୁ ଚାହୁଁଛନ୍ତି କରି ସବୁ ଏଠି ଆଁ, ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।। ଖଣି ଅଛି ହେଲେ ଆଳୁ ନାହିଁ, ପାଣି ଅଛି ହେଲେ ତାଳୁ ନାହିଁ, ପାଣି ପାଗ ବଦଳିଛି ଖାଲି ନାଁ, ବନ୍ଦେ ଉତ୍କଳ ନା, ବନ୍ଦେ ଉତ୍କଳ ମା ।। ଓଡ଼ିଆ ଓଡ଼ିଶୀ କୁ ଭୁଲି, ନାଚୁଛନ୍ତି ଅଧା ଡ୍ରେସ କୁ ଖୋଲି, ମଡର୍ଣ୍ଣ ସଭ୍ୟତା

ପ୍ରୀତି କି ଫିକା – ସନ୍ତୋଷ କୁମାର ମହାନ୍ତି

କେତେ ଫଗୁ ଆସି ଚାଲି ଗଲା , ବିଞ୍ଚି ପାରିଲାନି ପୀରତି ର ନିଶା, ତୁମ ଦୁଇ ପଦ କଥା ଏତେ ମିଠା ଲାଗିଲା, ସର୍ବ ଅଙ୍ଗେ ମୋର ଖେଳିଲା ଝାଲ୍ସା, କେମିତି କା ସେ ପ୍ରେମର ଅବିର, ଫିକା ଫିକା ବାକି ସବୁ ରଙ୍ଗ, କବିତା ଲେଖେ ମୁଁ ସାଜି ପ୍ରେମୀ ପ୍ରବୀର, ମତୁଆଲା ହୋଇ ପ୍ରେମ ର ଭାଙ୍ଗ ପ୍ରୀତି ର ରୁଧିର ହୋଇବ କେବେ ସାକ୍ଷୀ, ମିଳନ ହେବ ହେବ ଦୁଇ ପ୍ରାଣ ଦୈହିକ ମିଳନେ ହୃଦୟ ପକ୍ଷୀ, ଆତ୍ମା ର

ଜଗନ୍ନାଥ ହେ ତୁମ ଦେଶରେ – ସନ୍ତୋଷ କୁମାର ମହାନ୍ତି

ଜଗନ୍ନାଥ ହେ ତୁମ ଦେଶ ରେ, ନେତା ଏଠି ଲୋକ ପୂଜନ୍ତି କେବେ ଫୁଲ ମାଳରେ, ମୁଖିଆ ଙ୍କୁ ପୂଜନ୍ତି ପୁଣି ଜୋତା ରେ,।। ଜଗନ୍ନାଥ ହେ ତୁମ ଦେଶ ରେ, ପ୍ରେମ ଏଠି ରାସ୍ତା ଘାଟରେ, ମିଳୁଛି ପଇସା ରେ ଶସ୍ତା ରେ ।। ଜଗନ୍ନାଥ ତୁମ ଦେଶ ରେ, ସବୁ ଏଠି କବି ସମ୍ରାଟ, ନଗ୍ନ ତା ପଶିଗଲାଣି କବିତା ରେ ।। ଜଗନ୍ନାଥ ହେ ତୁମ ଦେଶ ରେ ଲଙ୍ଗଳା ଏଠି ଲଙ୍ଗଳା ହେଲାଣି, ଧନୀ ବିଦେଶେ ମଉଜରେ ।। ଜଗନ୍ନାଥ ତୁମ ଦେଶରେ ଏଠି

ତୁମେ – ମହାଗାଲୁଆ ସନୁ

ମହାଗାଲୁଆ ସନୁ ଗୁଣୁପୁର, ରାୟଗଡ଼ା ମନେ ପଡେ କଥା ସେ ଦିନର, କଥା ହେଇଥିଲା ତୁମର ମୋର ଆରମ୍ଭ କରିଥିଲେ ନୁଆଁ ସମ୍ପର୍କ ଆମର ।। ଋତୁ ଆସି ଋତୁ ଚାଲି ଗଲେଣି, ହେଲେ ରହି ଯାଇଛି ଯାହା, ଖାଲି ତୁମ ସହ ସ୍ମୃତି ହାତ ଗଣି ।। କିଛି ଦିନର ସେ ତୁମେ ସଖୀ, ମନରେ ଭାବନା ଯୋଖି, ଚାଲି ଗଲ ବହୁ ଦୂର ପାରୁନି ଦେଖି ।। କିବା ଦୋଷ ଥିଲା କି ଅଭିମାନ, କହି ଦେଇଥାନ୍ତ ଥରେ ମୁହଁ ଖୋଲି, ଏବେ ବି ମନ