କ୍ଷୁଦ୍ରଗଳ୍ପ – କି ବନ୍ଧୁ – ପରମିତା ମିଶ୍ର

ବଡ ବଜାର ଗଳିରେ ବୁଲୁବୁଲୁ ସେଦିନ ହଠାତ୍‍ ଚିତ୍ରା ସହ ଦେଖା ହୋଇଗଲା । ଉଦୁଉଦିଆ ଖରାବେଳଟାରେ ଛୁଆଟେ କାନ୍ଧରେ ଧରି ଫଳ କିଣୁଥିଲା । କଟି ଯାଏଁ ଲମ୍ବା କେଶ, କଙ୍କାଳକୁ ଘୋଡାଇ ରଖିବାକୁ ଛିଟ ଛିଟ ସିଫନ ଶାଢି ଖଣ୍ଡେ ପିନ୍ଧିଛି, ଆଖି ତଳେ ଏଡେ ବଡ ବଡ କଳା ଦାଗ । ଏ ତ ସପୂର୍ଣ୍ଣ ଅଲଗା ଚିତ୍ରା ! ହସଟି ନଥିଲେ ତାକୁ ଚିହ୍ନି

କ୍ଷୁଦ୍ରଗଳ୍ପ – ଗୃହଲକ୍ଷ୍ମୀ – ପରମିତା ମିଶ୍ର

ରୋଷେଇ ଘରର ଗରମ୍ ରେ ହାତରେ କରଚି ଧରି ଘଣ୍ଟା ଚାଲିଛି କିନ୍ତୁ କାନ ଟା ଅଛି ମଝି ଘରେ. ଶାଶୁ ପୁଅ କାନରେ କେଜାଣି କଣ ମନ୍ତ୍ର ପଢୁଛନ୍ତି. ରହି ରହି ଶୁଭୁଛି, "ହଇରେ ପୁଅ ସେ ପୁରୁଣା ଟଙ୍କା କଣ ଆଉ ଚଳୁନି,ପୁଣି ସେ ଏଟିଏମ ଆଗରେ ତ ଏଡେ ଲମ୍ବା ଲାଇନ।ଏବେ କ ଣ ଯେ କରିବା। ତ ପୁଅ ମୁରୁକି ହସା ଦେଇ କହିଲା

କ୍ଷୁଦ୍ରଗଳ୍ପ – ଆଲାର୍ମ – ପରମିତା ମିଶ୍ର

ସବିତା ଦେବୀ ଭାରି ଗୁଣି ମଣିଷଟିଏ । ବୟସ ଏଇ ଷାଠିଏ କି ସତୁରି ହେବ । ଏଇ ଦୁଇ ବାଇ ଚାରି ଘରଟିରେ ଏକା ରୁହନ୍ତି । ଉପର ଘରଟିକୁ ଆମଭଳି ପାଠ ପଢୁଆ ଝିଅ କେତେ ଜଣଙ୍କୁ ଭଡାରେ ଦେଇଛନ୍ତି । ପ୍ରାୟ ଦଶ ବର୍ଷ ହେବ ଏମିତି ଏକା ରହି ଆସୁଛନ୍ତି ସେ । ସ୍ୱାମୀ ଆଉ ନାହନ୍ତି, ପିଲାମାନେ ବାହରେ ରୁହନ୍ତି । ଭାରି

କ୍ଷୁଦ୍ରଗଳ୍ପ – ଅଜ୍ଞାତ ବୀରାଙ୍ଗନା – ପାରମିତା ମିଶ୍ର

ପାରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ୧୯୨୦ ମସିହା, ଦେଶରେ ଅସହଯୋଗ ଆନ୍ଦୋଳନର ପ୍ରଭାବ ସାରା ଦେଶରେ ମହାମାରି ପରି ବ୍ୟାପିଗଲା । ଅପରପକ୍ଷେ ରଙ୍ଗୁନ ଆମ ପଡୋଶି ରାଷ୍ଟ୍ରରେ ତାର କୌଣସି ପ୍ରଭାବ ନଥିଲା । ବୃହତ ଭାରତରେ ବର୍ମା ଓ ରଙ୍ଗୁନ ମଧ୍ୟ ଅଂଶ ଥିଲେ, ଭାରତରୁ ଅଲଗା ହେଲା ପରେ ବି ଏକ ଭାବନାତ୍ମକ ସମ୍ବନ୍ଧ ରହିଥିଲା ଆମ ଦେଶ ପ୍ରତି । ସେ ସମୟରେ ବହୁତ ଲୋକ

କ୍ଷୁଦ୍ରଗଳ୍ପ – କଥାତ ଏତିକି – ପାରମିତା ମିଶ୍ର

ପାରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ସୂର୍ଯ୍ୟ ଦେବତା ନିଜର ରାଗ ରୁଷା ଛାଡି ଘର ବାହୁଡ଼ା ହେଉଥିଲେ । ଧୀରେ ଧୀରେ କାଳ ନାଗୁଣୀ ରାତ୍ରି ସାରା ସଂସାରକୁ ନିଜ ଅକ୍ତିଆରକୁ ନେଇ ଯାଉ ଥିଲା, ଯେମିତି ସେ ଅପେକ୍ଷାରେ କେତେବେଳେ ସୂର୍ଯ୍ୟାସ୍ତ ହେବ । ଭାରି କଠିଣ ଏ ରାତି, ବେଳକୁ ବେଳ କାଳ ନାଗୁଣୀ ପରି ତାର ଆକାର ବଡ କରିଚାଲେ । ପ୍ରଶାନ୍ତ ବାବୁ ଆରାମ ଚେୟାରରେ

ଏ ପ୍ରତୀକ୍ଷାର ଅନ୍ତ କେବେ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ମୋ ଜେଜେ ବାପାଙ୍କର ଗାଁ ରେ ଭଲ ନାଁ ଥାଏ । ଆଖପାଖ ଲୋକେ ନାଁ କହିଲେ ଚିହ୍ନନ୍ତି । ମୋ ପିଲାଦିନ ଗାଁ ରେ ବିତିଛି । ସହରର ଛଳନାରୁ ଦୁରେ ଗାଁ ର ବାସ୍ତବ ଦୁନିଆରେ ସରଳ ଲୋକ ମାନଙ୍କ ଭିତରେ ବଢିଛି । ପିଲାବେଳୁ ମୁଁ ତାକୁ ଦେଖି ଆସିଛି । ଯୌଥ ପରିବାର ଯେତେବେଳେ ସବୁ ଭଲମନ୍ଦ, ପୁଜାପର୍ବ,

କ୍ଷୁଦ୍ରଗଳ୍ପ – ବୋଉ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ବୋଉ ଘରୁ ଯିବା ପାଇଁ ଉଦ୍ୟତ ହେଉଥିଲା, ମନ ମାନୁ ନଥିଲା ସେ ଯାଉ ବୋଲି । ପିଲାଟି ଦିନରୁ ମୋ ବୋଉକୁ କାହା ସହ ବାଣ୍ଟିବାକୁ ମତେ ଭଲ ଲାଗେନି । କିନ୍ତୁ ଏବେ ସେ ମାତ୍ର କେତେ ଦିନ ପାଇଁ ପାଳି ହୋଇ ଯାଇଛି ଆମ ଭାଇମାନଙ୍କ ଭିତରେ । କେତେ ଦିନ ହେଲାଣି ସେ ଯିବା କଥା କହୁଥିଲା ତୋ

ଅଣ ଓଡିଆ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ମୋ ଭଳି ଝିଅଟେ କେବେ ପ୍ରେମ ବିବାହ କରିବ, ସେକଥା ଅନ୍ୟ କେହି ତ ଛାଡ ମୁଁ ନିଜେ ହିଁ ବିଶ୍ଵାସ କରିପାରୁନଥିଲି । ତେବେ କେମିତି କେଜାଣି ବିକ୍ରମଙ୍କ ପ୍ରସ୍ତାବକୁ ମନା କରିପାରିଲିନି, ବାପା ମତେ ସେ ସ୍ୱାଧୀନତା ଦେଇଥିଲେ କିନ୍ତୁ ମୋ ମାଆ ଟିକେ ଅମଙ୍ଗ ହେଉଥିଲେ । ତା'ର ବି କାରଣ ଅଛି ମୁଁ ଓଡିଆ ସାରସ୍ଵତ ବ୍ରାହ୍ମଣ ଘରର

ଆତ୍ମ ସନ୍ତୋଷ – ପରମିତା ମିଶ୍ର

ପରମିତା ମିଶ୍ର ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ ଦୂରଭାଷ: ୭୦୬୪୧୭୨୩୮୦ ଲେଖିବାର ଇଛା ଯଦିଓ ବହୁତ ଆଗରୁ ଥିଲା କିନ୍ତୁ ଲୋକା ଅବଲୋକନ ବହୁତ ପରେ ହେଲା । ପ୍ରଥମେ ନିଜ ଲେଖାକୁ ନିଜେ ପଢି ତାକୁ ଡାଏରୀରେ ସାଇତି ରଖିଦେଉଥିଲି ବା କାହା ଦୃଷ୍ଟିକୁ ଆସିବା ଭୟରେ ତା'ର ସଂସ୍କାର କରି ଦେଉଥିଲି । କିନ୍ତୁ ସମୟ କ୍ରମେ କିଛି ସାହାସ ଏବଂ ସ୍ଵାମୀଙ୍କ ପ୍ରୋସ୍ଚାହନ ପାଇ ସାହାସ କଲି କେଉଁଠି ପ୍ରକାଶ କରିବା