ପ୍ରବନ୍ଧ – ନୀତିହୀନ ରାଜନୀତି – ଶୁଭକାନ୍ତ ସାହୁ

ପ୍ରତ୍ୟେକ ରାଜନୈତିକ ଦଳ ନିର୍ଦ୍ଧିଷ୍ଟ ଆଦର୍ଶବୋଧ ଉପରେ ପ୍ରତିଷ୍ଠିତ । ଏହି ଆଦର୍ଶବୋଧ ନିଶ୍ଚିତ ଭାବେ ଜନ ହିତକର ବା ବହୁଜନ ସ୍ୱାର୍ଥ ସମ୍ବଳିତ । ତେଣୁ ଯେକୌଣସି ଦଳ ହେଉନା କାହିଁକି ତା’ର ଆଦର୍ଶ ସାଧାରଣତଃ ଜନ ମାରଣ ନୀତି ବା ଜନସ୍ୱାର୍ଥ ବିରୋଧୀ ହୋଇ ନଥାଏ । ପୁଣି ସମସ୍ତ ରାଜନୈତିକ ଦଳର ନିର୍ଦ୍ଧିଷ୍ଟ ଏଜେଣ୍ଡା ଥାଏ ଯଦ୍ୱାରା ସେମାନେ ନିଜ ଦଳର ଆଦର୍ଶବୋଧ ନେଇ ଲୋକଙ୍କ

ମଉସୁମୀ ଭାଇ ଆସିଲାଣି – ଶୁଭକାନ୍ତ ସାହୁ

ମଉସୁମୀ ଭାଇ ଆସିଲାଣି, ଅକାଶରେ ମେଘ ଭାସିଲାଣି ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି । ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା ଟୋପେ ଦିଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା । କିଏ କଲାରେ କିଏ କଲା ଆକାଶ ଟାକୁ କଳା କଳା ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା । ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ ଖରାରେ

ଆସିଛି ରଜ – ଶୁଭକାନ୍ତ ସାହୁ

ଆସରେ ଆସ ଆସିଛି ରଜ ଆସ ଖେଳିବା ଦୋଳି, ଦୋଳି ଠେଲିବା ବସି ଝୁଲିବା ମିଠାମିଠା ଗୀତ ବୋଲି । ଆସରେ ଆସ ଆସିଛି ରଜ ଖାଇବା ପରା ପିଠା, କ୍ଷୀର ଚିନି କୁ ଏଣ୍ଡୁରି ପିଠା ଆହା କି ଲାଗେ ମିଠା । ଆସରେ ଆସ ଆସିଛି ରଜ ଲୋକେ ଖେଳିଲେ ଜୁଆ, ପ୍ରେକ୍ଷାଳୟକୁ ଚାଲିଲେ ଟୋକା ଆସିଛି ସିନେମା ନୂଆଁ । ଆସରେ ଆସ ଆସିଛି ରଜ ମନ୍ଦିର ପରା ଯିବା? ସଂକ୍ରାନ୍ତି କରି ଦେଖିବା ଦିଅଁ

କ୍ଷୁଦ୍ରଗଳ୍ପ – ଏକ ଆଦର୍ଶ ସମାଜର ସ୍ୱପ୍ନ – ଶୁଭକାନ୍ତ ସାହୁ

ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ୍ ଦେଖାଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନା ଆଉକିଛି ? ତମର ଯେବେ ଇଛା ହେବ ଆସିବ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଯାଣିଛ କି ନାହିଁ? ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁନ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ

ଅଣୁଗଳ୍ପ – ଚୋର – ଶୁଭକାନ୍ତ ସାହୁ

ପିଲାଟି ଅତି କରୁଣ ଭାବେ ଅଫିସର୍ ଙ୍କ ମୁହଁକୁ ଚାହିଁ କହୁ ଥିଲା,”ସାର୍, ମୋତେ ଛାଡି ଦିଅନ୍ତୁ । ଚୋରି କରିବା ମୋର ଇଛା ନଥିଲା ମୁ ଅନେକ ଚେଷ୍ଟା କରିଛି ମୋ ଟିକି ଭଉଣୀ ପାଇଁ ପେଟକୁ ଶୁଖିଲା ରୁଟି ଖଣ୍ଡେ ଓ ଔଷଧ ଟିକେ ଯୋଗାଇବା ଦେବାକୁ କେତେ ବାବୁଙ୍କ ଗୋଡ ଧରି ନେହୁରା ହେଲି । ସମସ୍ତେ ପାଦରେ ଠେଲି ଦେଇ ଚାଲିଗଲେ । କେତେ

ମୋବାଇଲ୍ – ଶୁଭକାନ୍ତ ସାହୁ

ତୁମ ମନ ମୋ ମନ ଦୁଇଟି ହ୍ୟାଣ୍ଡସେଟ୍ ସିମ୍ କାର୍ଡ ପ୍ରେମ ନେଟ୍ୱ।ର୍କ ମୋ କଥା ଭାବିଲେ ତୁମ ମନ ହ୍ୟାଣ୍ଡସେଟ୍ ରେ ଡାଏଲ୍ ହୋଇଯାଉଥିଲା ମୋ ସିମ୍ ର ନମ୍ବର୍ । ହୃଦୟ ସ୍ପନ୍ଦନ ରିଙ୍ଗ୍ଟୋନ୍ ବାଜୁଥିଲା ମୋ ମନ ହ୍ୟାଣ୍ଡସେଟ୍ ରେ ମୁଭାବିଲେ ତୁମ କଥା ଶଭୁଥିଲା ତୁମ କଣ୍ଠୁ ସିଙ୍ଗ୍ଟୋନ୍ ଗୀତର ଗୁଞ୍ଜନ ଆଜିକାଲି ନେଟ୍ୱ।ର୍କ ଏତେ ବିଜି ଯେତେ ଥର ଡାଏଲ୍ କଲେ ଶୁଣେ ଦିସ୍ ନମ୍ବର ଇଜ୍ ବିଜି କିମ୍ବା ଅଉଟ୍ ଅଫ୍ ରେଞ୍ଜ କେତେ ଦିନ ବିଜି ଥବ ମୋ ପ୍ରେମ ନେଟ୍ୱ ।ର୍କ ବାହାରେ ଆଉ

ଅନୁପମା – ଶୁଭକାନ୍ତ ସାହୁ

ଅନୁପମା ତୁମେ ଅନୁପମା ଉପମାର ତୁମ ତୁଳନା ତ ନାହିଁ ତେଣୁ ପରା ତୁମେ ଅନୁପମା୤ ରୂପେ ଅନୁପମା ଗୁଣେ ଅନୁପମା ଭାଷା ତୁମ ଅନୁପମା, ଯୁବା ପ୍ରାଣ-ପ୍ରିୟା ବାଣୀଶ୍ରୀ ତନୟା ଦିଗଦର୍ଶୀ ପ୍ରିୟତମା୤ କାବ୍ୟ ସୁଚାତୁରୀ ପ୍ରବନ୍ଧ ମାଧୁରୀ ବାଢି ସମାଜ ଚେତନା, ଜନମତ ତୋଳି ହିତେ ହୁଅ ଭାଳି ବାଣ୍ଟୁଥାଅ ସଦ୍‌ଭାବନା୤ ନାରୀତ ଜନନୀ, ନାରୀତ ଭଗିନୀ ନାରୀ ଅଟେ ପୁଣି ଜାୟା, ନାରୀଙ୍କ ସମ୍ମାନ ଅଧିକାର୍ ପା‍ଇଁ ଅବତରିଅଛ ଏ କାୟା ୤ ଚେତାଅ ହେବାକୁ ସୁଦୁହିତା ମାତା ଗୁଣଗ୍ରାହୀ ସୁଗୃହିଣୀ, ଆଶା ଆଶ୍ବାସନା, ବିଶ୍ବାସ ଭରସା ନାରୀଙ୍କ ଅନୁରାଗିଣୀ୤ ଯଉବନ ନୁହେଁ

କଇଁ – ଶୁଭକାନ୍ତ ସାହୁ

ଉଆଁସ ଗଲାଣି ନଭେ ଦ୍ବିତୀୟାର ଜହ୍ନ, ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ । ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ବ ବିକାଶେ, ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ । ଲାଜର ଓଢ଼ଣି ଆଜି ମୁଖୁ ଟାଣି ନେଇ, ଉତ୍କଣ୍ଠାରେ ଦିନ ଗଣେ କେବେ ଯେ ପୁନେଇଁ । ଅର୍ଦ୍ଧଚନ୍ଦ୍ର ବୋଲି ସିଏ ଅର୍ଦ୍ଧ ପ୍ରଷ୍ଫୁଟିତା, ପୂର୍ଣ୍ଣିମା ଶଶାଙ୍କ ଦେବେ ତା’ଦେହେ ପୂର୍ଣ୍ଣତା । ଏକେ ଦେଖ ଧରିତ୍ରୀରେ ଆରେକ ଅମ୍ବରେ, ଦୂରତା ବଢ଼ିନି ପ୍ରେମେ ଥିଲେ ବହୁଦୂରେ । ଲାଜୁକିରାଣୀ ସେ

କ୍ଷୁଦ୍ରଗଳ୍ପ – ଆଖି – ଶୁଭକାନ୍ତ ସାହୁ

କୁଆଁର ପୁନେଇ ଜହ୍ନଟା ମୁରୁକି ମୁରୁକି ହସୁଛି । ନିର୍ମଳ ଶରତ ଆକାଶରେ ରୂପା ଥାଳିଆ ପରି ଜହ୍ନ ସତେ ବା ନୀଳ କାଗଜ ଉପରେ କୌଣସି ଚିତ୍ରଶିଳ୍ପୀର ଚିତ୍ରଟିଏ । ନଡିଆ ବାହୁଙ୍ଗା ଅଗ୍ରର ଅର୍ଦ୍ଧ ଆଛାଦନ ତା’ର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଦେଉଛି । ମଝିରେ ମଝିରେ ଅତି କ୍ଷୁଦ୍ର ମେଘଖଣ୍ଡ ତା ସାମନାରେ ଅଟକି ଯାଇ ତାର ଶୋଭାକୁ ବର୍ଦ୍ଧିତ କରୁଛି । ଗାଁ ଦାଣ୍ଡରେ