କହ କାହିଁ ପାଇଁ ଆସିବି ମୁଁ – ଶୁଭାଶିଷ ସେଠୀ

କହ କାହିଁ ପାଇଁ ଆସିବି ମୁଁ ମା ତୋହରି ଗର୍ଭେ ରହି, ମୋ ଜନ୍ମ କି ଏତେ ଯନ୍ତ୍ରଣା ସାଜଇ ତୁମ୍ଭ ପାଇଁ । ଚାହିଁ ନାହିଁ ମୁ ଜନ୍ମ ନେବାକୁ ମୋ ଜନ୍ମ ଯଦି ଏତେ ଅମଙ୍ଗଳ, କୁହ କାହିଁ ପାଇଁ ପ୍ରଚାର କରୁଛ ନାରୀ ଆମ ସଂସ୍କୃତି ସ୍ୱର । କୁହ କାହିଁ ପାଇଁ ଆସିବି ମୁଁ ବାପା ସୁନ୍ଦର ତୁମ ଧରା କୁ ମୋ ପାଇଁ ଯଦି ଜାଗା ଜମା ନାହିଁ ନିଶ୍ୱାସ ଟିକେ ନେବାକୁ । ଭାବୁଛ କାହିଁକି ବୋଝ ମୁହିଁ

ଅନ୍ଧାରରେ ଖୋଜୁଛି ମୁଁ ମୋ ନିଜକୁ – ଶୁଭାଶିଷ ସେଠୀ

ଘନ ଅନ୍ଧାର ରେ ଘେରି ହୋଇ ମୁହିଁ ଚଉ ଦିଗେ ଚାହୁଁ ଥାଏ, କେଉଁଟା ଯେ ପଥ କେଉଁଟା ଅପଥ ଜାଣି ପାରୁନି ମୁ ଛାଏଁ । ଅହରହ ମନେ ଘୋଟୀ ଯାଏ ପୁଣି କଣ୍ଟା ଝଟା ର ଭୟ କେଉଁ ପାଥ କାଳେ ହେବ ମୋ ପାଇଁ ଦୁର୍ବିଶଃ ଦୁଃଖର ସୁଅ । କେଉଁଠି କୁ ଯିବି କଣ କରିବି କରି ପାରୁନି ମୁ ଥୟ ଆକାଶ କୁ ଚାହିଁ ଚିତ୍କାର କରୁଛି କଣ ମୋର ପରିଚୟ । ଧୂଳି କଣା ହୋଇ ଜନ୍ମିଛି ସଂସାରେ ହଜି

କ୍ଷୁଦ୍ରଗଳ୍ପ – ବଣମଲ୍ଲୀ ହଜିଗଲା – ଶୁଭାଶିଷ ସେଠୀ

ସୁଦୂର ନିଘଁଚ ବନାନୀ ମଧ୍ୟରେ ଗୋଟେ ଆଦିବାସୀ ଗାଁ । ନା ଜଗୁଲଗୁଡା । ଗାଁ ନାଁ ଟା ପାଇଛି ବନ ଦେବୀ ମା ଜଗୁଳିଶୁଣି ଙ୍କ ନାଁ ରେ । ଗାଁ ର ଲୋକେ ଜାଣନ୍ତି, ମା ସେଠାରେ ସାକ୍ଷାତ ବିଦ୍ୟମାନ।ଡାକି ଦେଲେ ଓ କରନ୍ତି । ସେଠାରେ ଆଉ ଗୋଟେ ବଡ ବିଶ୍ୱାସ ଲୋକ ଙ୍କ ମନରେ ଅଛି ଯେ,ମା ଥିବା ଯାଏ,ଆମ ଗାଁ କୁ କୌଣସି