କୈଳାଶ ଚନ୍ଦ୍ର ପଟ୍ଟନାୟକ

ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ଏତେ ସୁନ୍ଦର ଡିଜିଟାଲ ପତ୍ରିକା ମୁଁ ଆଗରୁ କେବେ ଦେଖିନାହିଁ । ସମଗ୍ର ଓଡ଼ିଶାକୁ ଆମ ମାତୃଭାଷାରେ ପଢିବାର ପ୍ରୟାସକୁ ମୁଁ ପ୍ରଶଂସା ନକରି ରହିପାରୁନି । ବଣମଲ୍ଲୀର ମହକର ଏହି ପରିକଳ୍ପନାକୁ ମୁଁ ଅନ୍ତରରୁ ସାଧୁବାଦ ଜଣାଉଛି ।


କୈଳାଶ ଚନ୍ଦ୍ର ପଟ୍ଟନାୟକ, ପାତ୍ରପୁର, ଚିକିଟି, ଗଞ୍ଜାମ