ହେମନ୍ତ କୁମାର ବରାଇ

"ବଣମଲ୍ଲୀର ମହକ" ପତ୍ରିକାଟି ଖୁବ ସରସ ସୁନ୍ଦର ହୋଇଛି ଆଗକୁ ବହୁତ ଉନ୍ନତି କରୁ ଏହା ମୋର କାମନା । ହେମନ୍ତ କୁମାର ବରାଇ, ଗ୍ରାମ/ପୋଷ୍ଟ- ଭୁଷୁଡା, ଜିଲ୍ଲା- ବରଗଡ

ଗଗନ ବିହାରୀ ନାୟକ

ମମତା ବଦ୍ଧ ସମ୍ପାଦକ, ବଣମଲ୍ଲୀର ମହକକୁ ସୌଭାଗ୍ୟକ୍ରମେ ପାଇଲି । ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆପଣମାନଙ୍କର ପ୍ରତିଶ୍ରୁତି ବଦ୍ଧତାକୁ ସମ୍ମାନ ନ ଜଣେଇଁ ମୁଁ ରହିପାରୁନି । ଗଗନ ବିହାରୀ ନାୟକ, ଭୁବନେଶ୍ଵର-୧୬

ପ୍ରଶାନ୍ତ କୁମାର ସାହୁ

ବଣମଲ୍ଲୀର ମହକ ଓଡିଆ ଭାଷା ଜଗତରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିବାକୁ ଯାଉଛି । ଏହାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋରଧା

ହୃଷୀକେଶ ପାଢୀ

ବହୁତ ସୁନ୍ଦର ହେଇଛି ସବୁ ବିଭାଗ । ଧନ୍ୟବାଦ । ଶୁଭ ଅଭିନନ୍ଦନ । ହୃଷୀକେଶ ପାଢୀ, ବୋଳକଣା, ଡେଲାଙ୍ଗ, ପୁରୀ