ସନ୍ତୋଷ ପଟ୍ଟନାୟକ

ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୂରପ୍ରସାରୀ କରିବାକୁ ହେଲେ ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେବ, ଭାଷାପ୍ରତି ବିମୁଖ ଆମ ଜାତିକୁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ବାନ୍ଧିରଖିବାର ଏକ ସୁନ୍ଦର ପ୍ରୟାସ ପାଇଁ, ପ୍ରତିଷ୍ଠାତା ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଅଜସ୍ର ଧନ୍ୟବାଦ ।


ସନ୍ତୋଷ ପଟ୍ଟନାୟକ,
ତିରିଡା, ବେଗୁନିଆପଡା, ଗଞ୍ଜାମ