କବିତା – ଭାତ୍ – ଶୁକଦେବ ସାହୁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ତତେ ମୁଠେ ଖାଏବାରକେ
କିଏ ଶୁନେ ଗାଲି
ତତେ ହାତେ ଧରବାରକେ
କିଏ ହଏ ଅଥୋଥାଲି
କିଏ ଖାଏ ବିଧା ଲାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୧।।
କିଏ ଯାଏ ଦାଦନ୍ ଖଟି
କିଏ ମାଟି ହଏ ସାନିଘାଁଟି
କିଏ ଭିକ୍ ମାଗେ ପାତି ହାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୨।।
କାହାର୍ ଘରେ ନାଇଁ ଜଲେ ଚୁଲ୍ହି
ଭୁକେ ପେଟ୍ ଯାଏ ପୁଡ଼ି ଜଲି
ପେଟେ ଉଦା କନା ଦେଇ ଉସିନ୍ଦ୍ରା ସରା ରାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୩।।
ଥିଲାବାଲା ଖାଇ ମାରେ ହୁଚକି
ନାଇଁ ଥିଲାବାଲା ମରେ ଉଚକି
ସହି ନାଇଁ ପାରି ଗରିବିର୍ ଘାତ୍
ଭାତ୍ ରେ ଭାତ୍ ଏତକି ତର୍ କରାମାତ୍।।୪।।


ରଚନା : ଶୁକଦେବ ସାହୁ

ଠିକଣା : ଖାରୀ, ତରଭା, ସୋନପୁର,  ଦୂରଭାଷ : ୯୭୭୭୦୯୪୦୯୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ