ମିଠା ସ୍ମୃତି – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସବୁସ୍ଵପ୍ନ ସଜାଡି ରଖିଛି
   ମନତଳ କଁଅଳ ଶେଯରେ..
ନିଜେ ନିଜ ଠିକଣା ହଜେଇ
   ହଜିଯିବି ମୁଁ ଭିଡ଼ ମଝିରେ…
ସାଉଁଟିବି ତୁମ ମିଠା ସ୍ମୃତି
    ହୃଦୟର ଫରୁଆ ଭିତରେ…
ଖୋଜୁଥିବି ତୁମ ହସ ବସି
    ପାଉଥିବି ନିତି ମୋ ଲୁହରେ…
ଦେବବ୍ରତ ବାରିକ 
ଆନନ୍ଦପୁର କୋର୍ଟ, ଆନନ୍ଦପୁର, କେନ୍ଦୁଝର
ପିନ୍ – 758021 ଦୂରଭାଷ – 9348779394

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ