ପଦୁଟିଏ ସେଇମାନଙ୍କୁ – ବିଦ୍ୟାଧର ଖଟୁଆ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପଦୁଟିଏ ସେଇମାନଙ୍କୁ
ଯେଉଁମାନେ କି ହତ୍ୟା କରିଚାଲିଛନ୍ତି
ନୀରିହ ନିସ୍ପାପ ମାତୃ ଗର୍ଭସ୍ଥ ଭୃଣକୁ
କି ଦୋଷ ତାହାର ?
କ’ଣ ପାଇଁ ତା ପ୍ରତି ଏତେ ଅଭିମାନ !
ତୁମେ କଣ ଜାଣ ନାହିଁ
ଆଜିର ସମାଜେ
ପୁତ୍ର କନ୍ୟା ସଭିଏଁ ସମାନ ।
Writer’s Details: ବିଦ୍ୟାଧର ଖଟୁଆ
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର ବାଙ୍କୀ,କଟକ
ମୋ – ୯୯୩୮୦୫୧୨୪୩
Content Category:
Submission Date: Jun 03, 2019
