ପଦୁଟିଏ ସେଇମାନଙ୍କୁ – ବିଦ୍ୟାଧର ଖଟୁଆ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପଦୁଟିଏ ସେଇମାନଙ୍କୁ

ଯେଉଁମାନେ କି ହତ୍ୟା କରିଚାଲିଛନ୍ତି
ନୀରିହ ନିସ୍ପାପ ମାତୃ ଗର୍ଭସ୍ଥ ଭୃଣକୁ
କି ଦୋଷ ତାହାର ?
କ’ଣ ପାଇଁ ତା ପ୍ରତି ଏତେ ଅଭିମାନ !
ତୁମେ କଣ ଜାଣ ନାହିଁ
ଆଜିର ସମାଜେ
ପୁତ୍ର କନ୍ୟା ସଭିଏଁ ସମାନ ।

Writer’s Details: ବିଦ୍ୟାଧର ଖଟୁଆ
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର ବାଙ୍କୀ,କଟକ
ମୋ – ୯୯୩୮୦୫୧୨୪୩
Content Category:
Submission Date: Jun 03, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ