ମୋ ଓଡିଶା – ରଞ୍ଜିତା ଦାସ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଓଡିଶା ଏ ରାଜ୍ୟ ‘ଉରିଶା’ ନୁହଁ, 

ଭାବିଚିନ୍ତି ଟିକେ ବାଗେଇ କୁହ |
ପଖାଳ ଖିଆ ପାଟି ସବୁ ଉତ୍କଳର ଝିଅ ପୁଅ,
ପିଜା ବର୍ଗର କଉ ବାଗକୁ ନୁହଁ |
ଓଡ଼ିଆ ଆମ ଭାଷା ‘ଉଡିଆ’ ନୁହଁ,
ଓଡ଼ିଆ ହେଇ ତମେ ଓଡ଼ିଆ କୁହ |
ହୁଅ ତମେ ବାରିଷ୍ଟର କି ହୁଅ କଲେକ୍ଟର,
ଶ୍ରଦ୍ଧା କର ଓଡିଶାକୁ ଆମେ ସନ୍ତାନ ଉତ୍କଳର |
ରାଇଜ ବାହାରେ ରହି ତୁ ଇଂରାଜୀ ଚୋବାଉ,
ଓଡିଶା କଥା ତୋର ମନେ ପଡ଼େନି କି’ ରେ ଆଉ ?

Writer’s Details: Ranjita Das ,NIT Rourkela, Odisha, India.
Content Category:
Submission Date: Aug 05, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ