ଅରୁକ୍ଷ କାବ୍ୟରୁ ‘ଢ’ ଚମ୍ପୂ – ହେମନ୍ତ କୁମାର ବରାଇ

ଲେଖକ ପରିଚୟ

ହେମନ୍ତ କୁମାର ବରାଇ
ରୁଷୁଡା, ବରଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

“ଢ” ରାଗ – ଗୌଡା/ତାଳ -ଝୁଲା

ଢଙ୍ଗ ଦେଖି ଅଙ୍ଗଜ ଦୀପ୍ତ ଶରୀର ତୋଷ
                 ନଭୁ ପୁଷ୍ପବୃଷ୍ଟି ଯେ ଅଶେଷ ||
ଢଳଢଳ କରି ଧରି ସୁବର୍ଣ୍ଣ କଳସ
                 ଭରି ଆଣିଲେ ଜାହ୍ନବୀ ରସ ||
ଢଳିଲେ ମସ୍ତକେ ସେହି ବିଷ୍ଣୁପଦୀ ରସ
            ଅଭିଷେକ କଲେ ହୋଇ ତୋଷ ||
ଢଙ୍ଗ ବଢାଇ ଅଙ୍ଗକୁ ସୁନ୍ଦର ସରସ
            ସର୍ବାଙ୍ଗେ ଖଞିଲେ ନାନା ବେଶ ||
ଢଳିତ କରି କଲେ ଯାହା ଥିଲା ମନାସ
              ପିନ୍ଧାଇଲେ ଅମଳାନ ବାସବ ||

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ