ଧୋକା – ଗଗନ ବିହାରୀ ନାୟକ

ଲେଖକ ପରିଚୟ

ଗଗନ ବିହାରୀ ନାୟକ
୫୪୧, ମଞ୍ଚେଶ୍ଵର, ଗାଡକଣ, ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିଜ ହାତେ ଗଢି ନିଜେ ବାଲିଘର
ଭାଙ୍ଗିବାକୁ ନୁହେଁ ଇଛା ।
ବାଲିଘର ସିଏ ଭାଙ୍ଗିଯିବ ଦିନେ
ପାଇଲେ ପବନେ ଧକ୍କା ।।0।।
ମୂକ୍ତା ବୋଲି ଭାବି କାର ବୁନ୍ଦାକୁ
ସାଉଁଟିଲି ସକାଳରେ ।
ଜତନେ ପଣତେ ଲୁଚେଇ ବାନ୍ଧିଲି
ସାତ ଗଣ୍ଠି ଦେଇ ତାରେ ।।
ଉଭେଇ ଗଲା ସେ ମୋ କାନୀରୁ କାହିଁ
ମିଳିଲାନି ଆଉ ଦେଖା ।।୧।।
ସକାଳ କୁହୁଡି ଦେଖି ପହଁରିଲି
ହେଲି କେତେ ଲୋକ ହସା ।
ହତାଶା ମନରେ ପିପାସା ଜାଗିଲା
ମୃଗ ତୃଷ୍ଣା କଲି ଆଶା ।।
ଭାବି ନଥିଲି ମୁଁ ଏମିତି ସେ ଜଣେ
ଦେଇ ଯିବ ମୋତେ ଧୋକା ।।୨।।

ଗଗନ ବିହାରୀ ନାୟକ
ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର, ଭୂବନେଶ୍ଵର 
ଦୂରଭାଷ-7205293857


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
GAGAN BIHARI NAYAK
ବଣମଲ୍ଲୀ ପାଠକ
2 ମାସ ପୂର୍ବରୁ

ଫଟୋ ଦେଖା ଯାଉ ନାହିଁ ।

GAGAN BIHARI NAYAK
ବଣମଲ୍ଲୀ ପାଠକ
2 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  GAGAN BIHARI NAYAK

ସାର ନମସ୍କାର,
ତଳ ପାହାଚ ଗଳ୍ପ ରେ ମୋ ଫଟୋ ପେଷ୍ଟ କରୁ ନାହାନ୍ତି । ଫଟୋ ଲଗାଇବାକୁ ଅନୁରୋଧ କରେ ।